ಅರ್ಥ : ନିକଟ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ସ୍ଥାନର ନିକଟତା ବେଳେବେଳେ ମନରେ ମଧ୍ୟ ନିକଟତା ସୃଷ୍ଟି କରେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କଚ୍ଚାଘର ଇତ୍ୟାଦିରେ ମାଟି ଆଦିରେ ତିଆରି ହୋଇଥିବା କାନ୍ଥର ସମ୍ପୂର୍ଣ୍ଣ ଉପରି ଅଂଶ ଯାହା ଉପରେ ପବନ ଚକ୍ରି, କଡି ଆଦି ରଖାଯାଏ
ಉದಾಹರಣೆ :
ଏହି ଘରର ପାଖ ବହୁତ ନୀଚା
ಇತರ ಭಾಷೆಗಳಿಗೆ ಅನುವಾದ :
कच्चे मकानों आदि की मिट्टी आदि से बनी दीवार का एकदम ऊपरी हिस्सा जिस पर बड़ेर, लट्ठे आदि रखे जाते हैं।
इस घर का पाख बहुत नीचा है।ಅರ್ಥ : କୌଣସି ସ୍ଥାନ ବା ପଦାର୍ଥର ସେହି ଦୁଇ ପାଖ ବା କୋଣ ଯାହା ପରବର୍ତ୍ତି ବା ପୂର୍ବବର୍ତ୍ତିଠାରୁ ଭିନ୍ନ ହୋଇଥାଏ
ಉದಾಹರಣೆ :
ପତ୍ରର ଅନ୍ୟ ପାର୍ଶ୍ୱ ହଳଦିଆ ହୋଇଥାଏ
ಸಮಾನಾರ್ಥಕ : ପାର୍ଶ୍ୱ
ಇತರ ಭಾಷೆಗಳಿಗೆ ಅನುವಾದ :
किसी स्थान या पदार्थ के वे दोनों छोर या किनारे जो अगले या पिछले से भिन्न हों।
पत्र का दूसरा पक्ष पीला है।An extended outer surface of an object.
He turned the box over to examine the bottom side.ಅರ್ಥ : କୌଣସି ବିଶେଷ ସ୍ଥିତିରେ ଡାହାଣ ବା ବାଁରେ ଥିବା ପରିସର
ಉದಾಹರಣೆ :
ଶ୍ୟାମ ମୋ କଡ଼ରେ ବସିଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
A place within a region identified relative to a center or reference location.
They always sat on the right side of the church.ಅರ್ಥ : ଅନ୍ୟ ସ୍ଥାନକୁ ଆଧାର କରି ଦର୍ଶାଇ ଦିଆଯାଉଥିବା ସ୍ଥାନ
ಉದಾಹರಣೆ :
ତାଙ୍କର ଘର ମନ୍ଦିରର ଡାହାଣ ପଟକୁ ପଡ଼ିବ
ಇತರ ಭಾಷೆಗಳಿಗೆ ಅನುವಾದ :
A place within a region identified relative to a center or reference location.
They always sat on the right side of the church.