ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ହାତୀ ପିଠିରେ ବନ୍ଧାହେଉଥିବା ଅଖାଗଦି
ಉದಾಹರಣೆ : ମାହୁନ୍ତ ହାତୀ ପିଠିରେ ପଲାଣ ବାନ୍ଧୁଛି
ಸಮಾನಾರ್ಥಕ : ଜିନ, ପର୍ଯ୍ୟାଣ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
हाथी की पीठ पर कसने का गद्दा।
ಅರ್ಥ : ଘୋଡ଼ା, ବଳଦଆଦିଙ୍କ ଉପରେ ବୋଝ ଲଦିବା ଥଳି
ಉದಾಹರಣೆ : ବେପାରୀ ଘୋଡ଼ା ଉପରେ ପଲାଣ ଲଦିଛି
ಸಮಾನಾರ್ಥಕ : ପହ୍ଲାଣ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
घोड़े, बैल आदि पर सामान लादने का थैला।
A large bag (or pair of bags) hung over a saddle.
ಅರ್ಥ : ଘୋଡାପିଠିରେ ଜିନର କାଠତଳେ ରଖାଯାଉଥିବା ଗଦି
ಉದಾಹರಣೆ : ଘୋଡାର ପଲାଣ ବାହାରକରି ସଇସ ଘୋଡାକୁ ଘୋଡାଶାଳକୁ ନେଇଗଲା
ಸಮಾನಾರ್ಥಕ : ପର୍ଯ୍ୟାଣ
घोड़े की पीठ पर की काठी के नीचे रखी जानेवाली गद्दी।
ಸ್ಥಾಪನೆ