ಅರ್ಥ : ପରୀକ୍ଷା ନେବା, ପରଖିବା କିମ୍ବା ଯାଞ୍ଚ କରିବା କାମ
ಉದಾಹರಣೆ :
ଜଣେ ଜ୍ୟୋତିଷ ମୋର ଜନ୍ମକୁଣ୍ଡଳୀକୁ ପରୀକ୍ଷା କଲେ
ಸಮಾನಾರ್ಥಕ : ଯାଞ୍ଚ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାର ଯୋଗ୍ୟତା ବା ଜ୍ଞାନକୁ ପରୀକ୍ଷା କରିବାପାଇଁ ତାକୁ ପ୍ରଶ୍ନ ପଚାରିବାର କ୍ରିୟା ଯାହକୁ ଆଧାରକରି ତାକୁ ଉତ୍ତୀର୍ଣ୍ଣ ବା ଅନୁତ୍ତୀର୍ଣ୍ଣ କରାଯାଏ
ಉದಾಹರಣೆ :
ରାମ ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରିବାପାଇଁ ବହୁତ ପରିଶ୍ରମ କରୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
The act of giving students or candidates a test (as by questions) to determine what they know or have learned.
examination, testingಅರ್ಥ : କୌଣସି ରୋଗର କାରଣ ଜାଣିବା ପାଇଁ ଶାରିରୀକ ଦ୍ରବ୍ୟକୁ ପରୀକ୍ଷା କରିବାର ପ୍ରକ୍ରିୟା
ಉದಾಹರಣೆ :
ମୋତେ ରକ୍ତ ପରୀକ୍ଷା କରାଇବାକୁ ପଡ଼ିବ
ಇತರ ಭಾಷೆಗಳಿಗೆ ಅನುವಾದ :
Examination of tissues or liquids from the living body to determine the existence or cause of a disease.
biopsyಅರ್ಥ : ଯୋଗ୍ୟତା, ବିଶେଷତା, ସାମର୍ଥ୍ୟ ଗୁଣଆଦି ଜାଣିବା ନିମନ୍ତେ ଭଲ ଭାବେ ଦେଖିବା ବା ପରଖିବା କ୍ରିୟା ବା ଭାବ
ಉದಾಹರಣೆ :
ସମର୍ଥ ଗୁରୁ ରାମଦାସ ଶିଷ୍ୟର ପରୀକ୍ଷା ନେବା ନିମନ୍ତେ ତାଙ୍କୁ ବାଘୁଣୀର ଦୁଧ ମାଗିଲେସେ ସବୁ ପରୀକ୍ଷାରେ ସଫଳତା ସହକାରେ ଉତ୍ତୀର୍ଣ୍ଣ ହେଲା
ಇತರ ಭಾಷೆಗಳಿಗೆ ಅನುವಾದ :
The act of giving students or candidates a test (as by questions) to determine what they know or have learned.
examination, testingಅರ್ಥ : କୌଣସି ବସ୍ତୁର ଗୁଣ,ଦୋଷଆଦି ଅନୁଭବ କରିବା ନିମନ୍ତେ ହେଉଥିବା ପ୍ରୟୋଗ
ಉದಾಹರಣೆ :
ଦଉଡ଼ି ଟଣା ବଳକଷା ପରୀକ୍ଷାର ଖେଳ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସମ୍ବେଦନଶୀଳତା,ସ୍ମରଣଶକ୍ତି,ବୁଦ୍ଧି,ସ୍ୱାଭାବିକ ପ୍ରବୃତ୍ତି,ବ୍ୟକ୍ତିତ୍ୱ ଆଦି ମାପିବାର କୌଣସି ମାନକ ପ୍ରକ୍ରିୟା
ಉದಾಹರಣೆ :
ଏକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି ମାନସିକ ପରୀକ୍ଷା କରାଯାଉଛି
ಸಮಾನಾರ್ಥಕ : ମାନସିକ ପରୀକ୍ଷା
ಇತರ ಭಾಷೆಗಳಿಗೆ ಅನುವಾದ :
* संवेदनशीलता, स्मरणशक्ति, बुद्धि, रुझान, व्यक्तित्व आदि मापने की कोई भी मानक प्रक्रिया।
यह परीक्षण एक विद्यालय के सभी छात्रों पर किया जा रहा है।Any standardized procedure for measuring sensitivity or memory or intelligence or aptitude or personality etc.
The test was standardized on a large sample of students.ಅರ್ಥ : ଚିକିତ୍ସକଙ୍କର ରୋଗୀକୁ ପରୀକ୍ଷା କରି ରୋଗର ଭଲମନ୍ଦ ଯାଞ୍ଚ କରିବା ପ୍ରକ୍ରିୟା
ಉದಾಹರಣೆ :
ଏହି ରୋଗୀକୁ ଜଣେ ବଡ ଚିକିତ୍ସକଙ୍କ ଦ୍ୱାରା ପରୀକ୍ଷା କରାଇବା ଦରକାର
ಸಮಾನಾರ್ಥಕ : ଡାକ୍ତରୀ ପରୀକ୍ଷା, ଯାଞ୍ଚ
ಇತರ ಭಾಷೆಗಳಿಗೆ ಅನುವಾದ :
A thorough physical examination. Includes a variety of tests depending on the age and sex and health of the person.
checkup, health check, medical, medical checkup, medical exam, medical examination