ಅರ್ಥ : ସେହି ଭିନ୍ନତା ବା ପରିବର୍ତ୍ତନ ଯାହା ସାଧାରଣ ଜୀବନଯାପନ ଅପେକ୍ଷା କିଛି ଅଲଗା ଆନନ୍ଦ ଦିଏ
ಉದಾಹರಣೆ :
ସେ ପରିବର୍ତ୍ତନପାଇଁ ବର୍ଷକୁ ଥରେ କିଛି ଦିନ ନିମନ୍ତେ ପାହାଡ଼ିଆ ଅଞ୍ଚଳରେ ବାସ କରେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏକୁ ଛାଡ଼ି ତା ଜାଗାରେ ଅନ୍ୟକୁ ଗ୍ରହଣ କରିବାର କ୍ରିୟା
ಉದಾಹರಣೆ :
ବିକ୍ରି ହୋଇଥିବା ଜିନିଷଗୁଡ଼ିକର ପୁନର୍ବଦଳ ହୁଏନାହିଁ
ಸಮಾನಾರ್ಥಕ : ଅଦଳ ବଦଳ, ପୁନର୍ବଦଳ, ବଦଳ
ಇತರ ಭಾಷೆಗಳಿಗೆ ಅನುವಾದ :
The act of changing one thing for another thing.
Adam was promised immortality in exchange for his disobedience.ಅರ್ಥ : ବଦଳିବାର କ୍ରିୟା ବା ଭାବ
ಉದಾಹರಣೆ :
ପରିବର୍ତ୍ତନ ସଂସାରର ନିୟମ
ಸಮಾನಾರ್ಥಕ : ବଦଳିବା
ಇತರ ಭಾಷೆಗಳಿಗೆ ಅನುವಾದ :
An event that occurs when something passes from one state or phase to another.
The change was intended to increase sales.ಅರ್ಥ : (ଖଗୋଳବିଜ୍ଞାନ) ମଧ୍ୟମାନ ଗତିର ବ୍ୟତିକ୍ରମ ବା କୌଣସି ଗ୍ରହ ବା ଉପଗ୍ରହ କକ୍ଷରେ ବିଚଳନ କରିବା
ಉದಾಹರಣೆ :
ଚନ୍ଦ୍ରମାଙ୍କ ପରିବର୍ତ୍ତନର ସିଧାସଳଖ ପ୍ରଭାବ ପୃଥିବୀ ଉପରେ ପଡ଼େ
ಇತರ ಭಾಷೆಗಳಿಗೆ ಅನುವಾದ :
(खगोल-विज्ञान) मध्यमान गति का व्यतिक्रम या किसी ग्रह या उपग्रह का कक्ष से विचलन।
चंद्रमा के परिवर्तन का सीधा प्रभाव धरती पर पड़ता है।(astronomy) any perturbation of the mean motion or orbit of a planet or satellite (especially a perturbation of the earth's moon).
variationಅರ್ಥ : ଭୁଲ୍, ଦୋଷଆଦି ଦୂର କରି ଶୁଦ୍ଧ ବା ଠିକ୍ କାମ କରିବାର କ୍ରିୟା
ಉದಾಹರಣೆ :
ଓଡ଼ିଶା ମାଧ୍ୟମିକ ବୋର୍ଡ଼ଦ୍ୱାରା ପ୍ରକାଶିତ ଓଡ଼ିଆ ବ୍ୟାକରଣ ପୁସ୍ତକଗୁଡ଼ିକରେ ସଂଶୋଧନ ଆଣିବା ଆବଶ୍ୟକ
ಸಮಾನಾರ್ಥಕ : ତ୍ରୁଟିଶୂନ୍ୟ, ସଂଶୋଧନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ଆଣିବା
ಉದಾಹರಣೆ :
ଏହି ଘଟଣା ପରଠାରୁ ତା ଜୀବନରେ ବହୁତ ପରିବର୍ତ୍ତନ ଆସିଛି
ಸಮಾನಾರ್ಥಕ : ପରିବର୍ତ୍ତନ ଆଣିବା, ପରିବର୍ତ୍ତନ ହେବା, ବଦଳିଯିବା, ବଦଳେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
एक रूप से दूसरे रूप में आना।
इस घटना के बाद से उसके जीवन में बहुत परिवर्तन आया है।