ಅರ್ಥ : କାହାରିକୁ କେଉଁଟା ଠିକ୍ ବା କ’ଣ ହେବା ଉଚିତ କହିବା
ಉದಾಹರಣೆ :
ଗୁରୁ ପିଲାମାନଙ୍କୁ ଏହି କାମ ବିଷୟରେ ପରାମର୍ଶ ଦେଉଛନ୍ତି
ಸಮಾನಾರ್ಥಕ : ଉପଦେଶ ଦେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी को यह बताना कि क्या ठीक है या क्या होना चाहिए।
गुरुजी बच्चों को इस काम के बारे में परामर्श दे रहे हैं।ಅರ್ಥ : କୌଣସି କଥା ଆଡ଼କୁ କାହାରି ଧ୍ୟାନ ଆଣିବା
ಉದಾಹರಣೆ :
ରଜତ ମୋତେ ଶେୟାର ବଜାରରେ ଟଙ୍କା ଲଗେଇବାପାଇଁ ପରାମର୍ଶ ଦେଲା
ಸಮಾನಾರ್ಥಕ : ପ୍ରସ୍ତାବ ଦେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी बात की ओर किसी का ध्यान दिलाना।
रजत ने मुझे शेयर बज़ार में पैसा लगाने का सुझाव दिया।