ಅರ್ಥ : କୌଣସି କଥାକୁ ଯେ ଧ୍ୟାନ ଦେଇନାହିଁ ତାକୁ ସେ ବିଷୟରେ ଜଣେଇବାପାଇଁ କହିଥିବା କଥା
ಉದಾಹರಣೆ :
ଏହି ବିଷୟ ଉପରେ ଆପଣ ବି ଆପଣଙ୍କ ଅଭିମତ ଦିଅନ୍ତୁ
ಸಮಾನಾರ್ಥಕ : ଅଭିମତ, ମତ, ମତାମତ, ମନ୍ତବ୍ୟ, ସମ୍ମତି ଅସମ୍ମତି
ಇತರ ಭಾಷೆಗಳಿಗೆ ಅನುವಾದ :
A proposal offered for acceptance or rejection.
It was a suggestion we couldn't refuse.ಅರ್ಥ : କଣ ଠିକ କିମ୍ବା କଣ ହେବା ଉଚିତ ସେ ବିଷୟରେ ଅନ୍ୟ ସହିତ ମିଶି ଜାଣିବାର କ୍ରିୟା
ಉದಾಹರಣೆ :
ପ୍ରଧାନମନ୍ତ୍ରୀ ଏହି ସମସ୍ୟାର ସମାଧାନ କରିବାପାଇଁ ସବୁ ମନ୍ତ୍ରୀମାନଙ୍କର ପରାମର୍ଶ ନେବାକୁ ଚାହୁଁଛନ୍ତି
ಸಮಾನಾರ್ಥಕ : ବିଚାର ବିମର୍ଶ, ମନ୍ତ୍ରଣା
ಇತರ ಭಾಷೆಗಳಿಗೆ ಅನುವಾದ :
आपस में मिलकर यह जानने की क्रिया कि क्या ठीक है अथवा क्या होना चाहिए।
प्रधानमंत्रीजी इस समस्या को हल करने के लिए सभी मंत्रियों से परामर्श लेना चाहते हैं।A proposal for an appropriate course of action.
advice