ಅರ್ಥ : ପରର ହିତ ଇଛା କରୁଥିବା ବ୍ୟକ୍ତି
ಉದಾಹರಣೆ :
ଶୁଭାକାଂକ୍ଷୀଙ୍କ ଯୋଗୁଁ ସେ କ୍ଷତିରୁ ରକ୍ଷା ପାଇଗଲା
ಸಮಾನಾರ್ಥಕ : ମଙ୍ଗଳକାଂକ୍ଷୀ, ଶୁଭଚିନ୍ତକ, ଶୁଭାକାଂକ୍ଷୀ, ଶୁଭେଚ୍ଛୁ
ಇತರ ಭಾಷೆಗಳಿಗೆ ಅನುವಾದ :
Someone who shares your feelings or opinions and hopes that you will be successful.
sympathiser, sympathizer, well-wisherಅರ್ಥ : ପରର ଉପକାର କରୁଥିବା ବ୍ୟକ୍ତି
ಉದಾಹರಣೆ :
ଆଧୁନିକ ଯୁଗରେ ବି ପରୋପକାରୀଙ୍କର ଉଣା ନାହିଁ
ಸಮಾನಾರ್ಥಕ : ପରୋପକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
Someone who makes charitable donations intended to increase human well-being.
altruist, philanthropist