ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଥାଳି ବା ପତରରେ ଖାଦ୍ୟ ବାଢ଼ିବା ବା ବାହାରକରିବା କ୍ରିୟା
ಉದಾಹರಣೆ : ତାକୁ ଖାଦ୍ୟ ପରଷିବା ଆସେନାହିଁ ମହାତ୍ମାଙ୍କୁ ଖାଦ୍ୟ ବାଢ଼ିବା ପରେ ସେ ପଙ୍ଖା କଲେ
ಸಮಾನಾರ್ಥಕ : ବାଢିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
थाली या पत्तल में खाना परोसने या निकालने की क्रिया।
ಅರ್ಥ : ଖାଇବାପାଇଁ କାହାରି ଆଗରେ ଖାଦ୍ୟପଦାର୍ଥ ରଖିବା
ಉದಾಹರಣೆ : ମାଆ ରାମକୁ ଖାଦ୍ୟ ପରଷୁଛନ୍ତି
ಸಮಾನಾರ್ಥಕ : ବାଢ଼ିବା
खाने के लिए किसी के सामने भोज्य पदार्थ रखना।
ಅರ್ಥ : ଥାଳି ବା ଖଲିରେ ଖାଦ୍ୟଦେବା
ಉದಾಹರಣೆ : ମାଆ ଆମ ସମସ୍ତଙ୍କପାଇଁ ଖାଦ୍ୟ ପରଷିଛନ୍ତି
ಸಮಾನಾರ್ಥಕ : ପରିବେଷଣ କରିବା, ବାଢ଼ିବା
थाली या पत्तल में खाना लगाना।
ಸ್ಥಾಪನೆ