ಅರ್ಥ : ଧନର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କୁ ବିଷ୍ଣୁଙ୍କ ପତ୍ନୀ କୁହାଯାଏ
ಉದಾಹರಣೆ :
ଲୋକେ ଧନ ପ୍ରାପ୍ତି ନିମନ୍ତେ ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି
ಸಮಾನಾರ್ಥಕ : ଇନ୍ଦିରା, କମଳା, ଚଞ୍ଚଳା, ଜଗନ୍ନମୟୀ, ନାରାୟଣୀ, ପଦ୍ମହସ୍ତା, ପଦ୍ମା, ପଦ୍ମାସନୀ, ବିଷ୍ଣୁପ୍ରିୟା, ରମା, ଲକ୍ଷ୍ମୀ, ଶ୍ରୀ, ସିନ୍ଧୁକନ୍ୟା, ସିନ୍ଧୁଜା, ହରିପ୍ରିୟା
ಇತರ ಭಾಷೆಗಳಿಗೆ ಅನುವಾದ :
धन की अधिष्ठात्री देवी जो विष्णु की पत्नी कही गई हैं।
लोग धन प्राप्ति के लिए लक्ष्मी की पूजा करते हैं।Hindu goddess of fortune and prosperity.
lakshmiಅರ್ಥ : କୋକଶାସ୍ତ୍ର ଅନୁସାରେ ସ୍ତ୍ରୀମାନଙ୍କ ଚାରିଜାତି ମଧ୍ୟରୁ ସର୍ବଶ୍ରେଷ୍ଠ ଜାତି
ಉದಾಹರಣೆ :
ପଦ୍ମିନୀ ସ୍ତ୍ରୀ ଅତ୍ୟନ୍ତ କୋମଳାଙ୍ଗୀ,ସୁଶୀଳା,ରୂପବତୀ ଏବଂ ପତିବ୍ରତା ହୋଇଥାଏ
ಸಮಾನಾರ್ಥಕ : ପଦ୍ମିନୀ ନାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
कोकशास्त्र के अनुसार स्त्रियों की चार जातियों में से सर्वोत्तम जाति।
पद्मिनी स्त्री अत्यंत कोमलांगी, सुशीला, रूपवती और पतिव्रता होती है।