ಅರ್ಥ : ପତ୍ରକୁ ଯୋଡ଼ି ତିଆରି କରାଯାଇଥିବା ଏକ ବଡ଼ ଗୋଲାକାର ଆଧାର ଯାହାଉପରେ ଖାଇବାପାଇଁ ଖାଦ୍ୟ ବଢ଼ାଯାଏ
ಉದಾಹರಣೆ :
ସମାରୋହରେ ସମସ୍ତ ଆଗନ୍ତୁକ ପଙ୍ଗତରେ ବସି ଖଲିପତ୍ରରେ ଖାଉଥିଲେ
ಸಮಾನಾರ್ಥಕ : ଖଲିପତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାଗଜ ଭଳି ପତଳା ଧାତୁର ଫଳକ
ಉದಾಹರಣೆ :
ସେ ତାମ୍ବପତ୍ରରେ ଲକ୍ଷ୍ମୀ ଯନ୍ତ୍ର ତିଆରିକଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଲେଖା ହୋଇଯାଇଥିବା କାଗଜ ଆଦି ବିଶେଷତଃ ଯେଉଁଥିରେ କୌଣସି ବିଷୟ ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ଲେଖାହୋଇଥାଏ
ಉದಾಹರಣೆ :
ତାଙ୍କର ପ୍ରବେଶ ପତ୍ର କେଉଁଠି ହଜି ଯାଇଛି
ಸಮಾನಾರ್ಥಕ : କାର୍ଡ଼୍
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗଛବୁଦାରେ ହେଉଥିବା ସବୁଜ ରଙ୍ଗର ପତାଳା ହାଲୁକା ଅବୟବ ଯାହା ତାହାର ଡାଳରୁ ବାହାରିଥାଏ
ಉದಾಹರಣೆ :
ସେ ବଗିଚାରେ ପଡ଼ିଥିବା ଶୁଖିଲା ପତ୍ର ଏକତ୍ର କରୁଛି
ಇತರ ಭಾಷೆಗಳಿಗೆ ಅನುವಾದ :