ಅರ್ಥ : ସୈନିକଙ୍କ ଚଢ଼ା ଖର୍ଚ୍ଚ
ಉದಾಹರಣೆ :
ପଣ ବିଷୟରେ ଚିନ୍ତା ନ କରି ଆପଣ ଚଢ଼ିବାପାଇଁ ପ୍ରସ୍ତୁତ ହୁଅନ୍ତୁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପଶା, ଜୁଆଆଦି ଖେଳଗୁଡ଼ିକ ସମୟରେ ହାର ଜିତ ପାଇଁ ଖେଳାଳୀ ସାମନାରେ ରଖାଯାଉଥିବା ଧନ, ବସ୍ତୁଆଦି
ಉದಾಹರಣೆ :
ଯୁଧିଷ୍ଠିର ପଶା ଖେଳରେ ଦୌପଦୀଙ୍କୁ ବାଜି ଲଗାଇଥିଲେ
ಸಮಾನಾರ್ಥಕ : ବାଜି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜୁଆରେ କୌଣସି ଲୋକର ଜିମାରେ ବାକି ପଡ଼ିଥିବା ଧନ
ಉದಾಹರಣೆ :
ସୋହନକୁ ଦୁଇ ଶହ ଟଙ୍କା ପଣ ଦେବାକୁ ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :