ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ପଞ୍ଚକ୍ରୋଶୀ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ପଞ୍ଚକ୍ରୋଶୀ   ବିଶେଷ୍ୟ

ಅರ್ಥ : ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣିତ ଯେଉଁ ପାଞ୍ଚ କ୍ରୋଶ କ୍ଷେତ୍ରଫଳ ମଧ୍ୟରେ କାଶୀ ନଗରୀ ପ୍ରତିଷ୍ଠିତ ହୋଇଥିଲା

ಉದಾಹರಣೆ : କାଶୀ ଯାଉଥିବା କିଛି ତୀର୍ଥ ଯାତ୍ରୀ ପଞ୍ଚକୋଶୀକୁ ପରିକ୍ରମା କରିଥାନ୍ତି

ಸಮಾನಾರ್ಥಕ : ପଞ୍ଚକୋଶୀ


ಇತರ ಭಾಷೆಗಳಿಗೆ ಅನುವಾದ :

धार्मिक ग्रंथों में वर्णित पाँच कोस के क्षेत्रफल का वह क्षेत्र जिसमें काशी नगरी बसी हुई है।

काशी जानेवाले कुछ तीर्थयात्री पंचकोसी की परिक्रमा करते हैं।
पंचकोस, पंचकोसी, पंचक्रोश, पंचक्रोशी

ಅರ್ಥ : (କାଶୀ,ପ୍ରୟାଗ ଆଦି)କେତେକ ତୀର୍ଥ ସ୍ଥାନର ଯେଉଁ କ୍ଷେତ୍ରକୁ ପରିକ୍ରମା କରିବାର ନିୟମ ରହିଛି

ಉದಾಹರಣೆ : ପଞ୍ଚକୋଶୀ ପରିକ୍ରମାର ଧର୍ମୀୟ ମହତ୍ତ୍ୱ ରହିଛି

ಸಮಾನಾರ್ಥಕ : ପଞ୍ଚକୋଶୀ


ಇತರ ಭಾಷೆಗಳಿಗೆ ಅನುವಾದ :

किसी तीर्थ स्थान (काशी, प्रयाग आदि) का वह क्षेत्र जिसकी परिक्रमा का विधान है।

पंचकोसी की परिक्रमा का धार्मिक महत्व है।
पंचकोसी, पंचक्रोशी