ಅರ್ಥ : ବ୍ୟକ୍ତିର ଆୟୁର ଆରମ୍ଭରୁ ପଚିଶ ବର୍ଷର ସମୟାବଧି
ಉದಾಹರಣೆ :
ମହେଶ ପଚିଶା ପାର କରିଗଲାଣି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସାତଟି କଉଡ଼ିରେ ଖେଳା ଯାଉଥିବା ଗୋଟିଏ ପ୍ରକାରର ଖେଳ
ಉದಾಹರಣೆ :
ଏହି ଲୋକ ପଚିଶା ଖେଳୁଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ପ୍ରକାରର ପଚିଶଟି ବସ୍ତୁର ସମାହାର
ಉದಾಹರಣೆ :
ବେତାଳ ପଚିଶାରେ ପଚିଶଟି କାହାଣୀ ଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :