ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କାଠ, ଲୁହାଆଦିରେ ତିଆରି ଜଳରେ ଚାଲୁଥିବା ଯାନ
ಉದಾಹರಣೆ : ପ୍ରାଚୀନ କାଳରେ ନୌକା ଯାତାୟାତର ମୁଖ୍ୟ ସାଧନ ଥିଲା
ಸಮಾನಾರ್ಥಕ : ଡଙ୍ଗା, ତରଣୀ, ନଉକା, ନାଆ, ନାବ, ପଢ଼ଉ, ବହିତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जल में चलने वाली, लकड़ी, लोहे, आदि की बनी सवारी।
A small vessel for travel on water.
ಅರ್ಥ : ବାଷ୍ପରେ ଚାଲୁଥିବା ନୌକା
ಉದಾಹರಣೆ : ବାଷ୍ପଚାଳିତ ନୌକା ଆମକୁ ଗଙ୍ଗା ପାରିକଲା
ಸಮಾನಾರ್ಥಕ : ବାଷ୍ପଚାଳିତ ନୌକା, ବାଷ୍ପୀୟ ନୌକା, ବାଷ୍ପୀୟ ପୋତ, ଲଞ୍ଚ, ଷ୍ଟିମର
वह नौका जो वाष्प से चलती हो।
A boat propelled by a steam engine.
ಸ್ಥಾಪನೆ