ಅರ್ಥ : କାହାରିଠୁ କିଛି ନେବାର କ୍ରିୟା
ಉದಾಹರಣೆ :
ମୁଖ୍ୟ ଅତିଥିଙ୍କଠାରୁ ରେଖା ପୁରସ୍କାର ଗ୍ରହଣ କଲା
ಸಮಾನಾರ್ಥಕ : ଗ୍ରହଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାଠାରୁ କୌଣସି ବସ୍ତୁ ଜବରଦସ୍ତ ନେବା
ಉದಾಹರಣೆ :
ଡକାୟତମାନେ ଯାତ୍ରୀମାନଙ୍କର ସବୁ ଜିନିଷ ଛଡ଼ାଇ ନେଲେ
ಸಮಾನಾರ್ಥಕ : ଅପହରଣ କରିନେବା, ଲୁଟି ନେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କେଉଁଠିକି ଯିବାପାଇଁ କୌଣସି ବାହନ ବା ରାସ୍ତାର ଉପଯୋଗ କରିବା
ಉದಾಹರಣೆ :
ମୁମ୍ବାଇ ଯିବାପାଇଁ ମୁଁ ଦଶଟା ବେଳ ଟ୍ରେନ ଧରିଲି ଆମେ ସେଠାକୁ ଯିବାପାଇଁ ଗୋଟିଏ ରିକ୍ସା ନେଲୁ
ಸಮಾನಾರ್ಥಕ : ଧରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Travel or go by means of a certain kind of transportation, or a certain route.
He takes the bus to work.ಅರ್ಥ : ଉଦାହରଣ ରୂପରେ ନେବା
ಉದಾಹರಣೆ :
ରାମକୁ ଦେଖ,ସେ କେତେ ସରଳଭାବେ ରହୁଛି
ಸಮಾನಾರ್ಥಕ : ଦେଖିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ ନେବା ବା ଅଧିକାର କରିବା
ಉದಾಹರಣೆ :
ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
ಸಮಾನಾರ್ಥಕ : ଗ୍ରହଣ କରିବା, ପାଇବା, ପ୍ରାପ୍ତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी से या कहीं से कोई वस्तु आदि अपने हाथ में लेना।
उसने अध्यक्ष के हाथों पुरस्कार लिया।ಅರ್ಥ : ମୋଟରେ ଋଣର ପରିମାଣ ବା କାହାକୁ ଋଣ ବା ପରିଶୋଧ ଦେବା ନିଶ୍ଚିତ କରିବା
ಉದಾಹರಣೆ :
ମହାଜନ ହଜାରେ ଟଙ୍କା ସୁଧ କଷିଲା
ಸಮಾನಾರ್ಥಕ : କଷିବା, ବାହାରକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବାଛିକି ନେବା
ಉದಾಹರಣೆ :
ମାଆଙ୍କ ଚାରୋଟି ଶାଢ଼ୀରୁ ଶୀଲା ଗୋଟିଏ ନେଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : "ଆମେ ତୋଫାନରୁ ରକ୍ଷା ପାଇବାପାଇଁ ଆଶ୍ରୟ ନେଲୁ"
ಉದಾಹರಣೆ :
ଆମେ ତୋଫାନରୁ ରକ୍ଷାପାଇବାପାଇଁ ଆଶ୍ରୟ ନେଲୁ
ಸಮಾನಾರ್ಥಕ : ଗ୍ରହଣ କରିବା, ଧାରଣ କରିବା, ଯାପନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ପଦ ଆଦି ପୂରଣ କରିବା ବା ଭୂମିକା ଆଦି ନେବା
ಉದಾಹರಣೆ :
ପାରସ୍ପରିକ ବିଚାର ବିମର୍ଷ ପରେ ସୁରେଶ ଅଧ୍ୟକ୍ଷ ପଦ ଗ୍ରହଣ କଲା
ಸಮಾನಾರ್ಥಕ : ଗ୍ରହଣ କରିବା, ସ୍ୱୀକାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
* किसी पद, भूमिका आदि को स्वीकार लेना।
आपसी विचार-विमर्श के बाद सुरेश ने अध्यक्ष के पद को अपनाया।