ಅರ್ಥ : ନଳଙ୍କ ସହିତ ମିଶି ସାଗର ଉପରେ ସେତୁ ନିର୍ମାଣ କରିଥିବା ରାମଙ୍କ ସେନାର ଜଣେ ବାନର
ಉದಾಹರಣೆ :
ନଳ ଏବଂ ନୀଳ ଯେଉଁ ପଥରକୁ ସ୍ପର୍ଶ କରିଦେଉଥିଲେ, ତାହା ପାଣି ଉପରେ ଭାସୁଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
राम की सेना का एक वानर जिसने नल के साथ सागर पर सेतु-निर्माण किया था।
नल और नील जिस पत्थर को स्पर्श कर देते, वह पानी पर तैरने लगता।An imaginary being of myth or fable.
mythical beingಅರ್ಥ : ଶହେ ଖର୍ବର ସଂଖ୍ୟା
ಉದಾಹರಣೆ :
ଆଜିକାଲିର ପିଲାଙ୍କୁ ନୀଳ ଆଦି ବିଷୟରେ ପଢ଼ାଯାଉନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
सौ खरब की संख्या।
आजकल के बच्चों को नील आदि के बारे में पढ़ाया नहीं जाता है।ಅರ್ಥ : ନୀଳ ରଙ୍ଗର କନା
ಉದಾಹರಣೆ :
ତାକୁ ନୀଳ ରଙ୍ଗର ଶେରୱାନୀ ଭଲ ମାନୁଛି
ಸಮಾನಾರ್ಥಕ : ନୀଳରଙ୍ଗ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଙ୍କଗୁଡ଼ିକର ସ୍ଥାନ ଗଣତିରେ ଏକକ ସ୍ଥାନରୁ ଗଣିଲେ ଚତୁର୍ଦ୍ଦଶ ସ୍ଥାନ ଯେଉଁଠି ନୀଳ ଗୁଣିତ ହେବାଭଳି ବୋଧ ହୁଏ
ಉದಾಹರಣೆ :
ଚାରି ନୀଳ ପାଞ୍ଚରେ ନୀଳ ସ୍ଥାନରେ ଚାରି ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
अंकों के स्थानों की गिनती में इकाई की ओर से गिनने पर चौदहवाँ स्थान जिसमें नील गुणित का बोध होता है।
चार नील पाँच में चार नील के स्थान पर है।ಅರ್ಥ : ରାଜା ଅଜମୀଢଙ୍କ ଜଣେ ପୁତ୍ର
ಉದಾಹರಣೆ :
ନୀଳନୀଙ୍କ ଗର୍ଭରୁ ନୀଳ ଜନ୍ମ ହୋଇଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ଏକ ନାଗ
ಉದಾಹರಣೆ :
ନୀଳଙ୍କ ବର୍ଣ୍ଣନା ପୁରାଣରେ ମିଳେ
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ଯେଉଁ ଗଛରୁ ନୀଳ ମିଳେ
ಉದಾಹರಣೆ :
ଏଠାରେ ନୀଳ କ୍ଷେତ ହୋଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
Deciduous subshrub of southeastern Asia having pinnate leaves and clusters of red or purple flowers. A source of indigo dye.
indigo, indigo plant, indigofera tinctoriaಅರ್ಥ : ଏକ ବର୍ଣ୍ଣବୃତ୍ତ
ಉದಾಹರಣೆ :
ନୀଳର ପ୍ରତ୍ୟେକ ଚରଣରେ ଷୋହଳଟି ବର୍ଣ୍ଣ ଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :