ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯାହା ରୋଚକ ନୁହେଁ
ಉದಾಹರಣೆ : ଏହା ଆପଣଙ୍କପାଇଁ ଅରୋଚକ କାହାଣୀ ହୋଇପାରେ, ମୋତେତ ଏଥିରୁ ଆନନ୍ଦ ମିଳୁଛି
ಸಮಾನಾರ್ಥಕ : ଅରୁଚିକର, ଅରୋଚକ, ରସହୀନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जो रोचक न हो।
ಅರ್ಥ : ଯେଉଁଥିରେ କିଛି ସ୍ୱାଦ ନାହିଁ
ಉದಾಹರಣೆ : ଆଜିକାର ଖାଦ୍ୟ ସ୍ୱାଦହୀନ
ಸಮಾನಾರ್ಥಕ : ଅନାସ୍ୱାଦ, ଅସ୍ୱାଦିଷ୍ଟ, ଅସ୍ୱାଦୁ, ସ୍ୱାଦହୀନ, ସ୍ୱାଦୁହୀନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जिसमें कोई स्वाद न हो।
Lacking taste or flavor or tang.
ಅರ್ಥ : ଯେଉଁଥିରେ ରସ ନାହିଁ
ಉದಾಹರಣೆ : ଶୁଖିଲା ଫଳ ରସହୀନ ହୋଇଥାଏ
ಸಮಾನಾರ್ಥಕ : ବେରସ, ରସହୀନ, ଶୁଖିଲା, ଶୁଷ୍କ
जिसमें रस न हो।
Lacking juice.
ಅರ್ಥ : ଯେଉଁଥିରେ କିଛି ବି ସାର ନ ଥାଏ
ಉದಾಹರಣೆ : ଆମକୁ ସାରହୀନ ଜିନିଷଗୁଡ଼ିକ ତ୍ୟାଗ କରିବା ଉଚିତ
ಸಮಾನಾರ್ಥಕ : ନିଃସାର, ସାରହୀନ
जिसमें कुछ भी सार या गूदा न हो।
ಸ್ಥಾಪನೆ