ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଏକୁଟିଆ ରହୁଥିବା ସାଧୁ
ಉದಾಹರಣೆ : ଶୁଣିଛି ଯେ ଏହି ମୁଣ୍ଡିଆ ଉପରେ ଜଣେ ନିହଙ୍ଗ ସାଧୁ ରହୁଛନ୍ତି
ಸಮಾನಾರ್ಥಕ : ନିହଂଗ ସାଧୁ, ନିହଙ୍ଗ, ନିହଙ୍ଗ ସାଧୁ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
अकेला रहने वाला साधु।
ಅರ್ಥ : ଶିଖମାନଙ୍କ ଏକ ସମ୍ପ୍ରଦାୟ
ಉದಾಹರಣೆ : ଗୁରୁଚରଣ ସିଂହ ନିହଙ୍ଗର ଅନୁଗାମୀ
ಸಮಾನಾರ್ಥಕ : ନିହଙ୍ଗ
सिखों का एक पंथ।
ಅರ್ಥ : ନିହଙ୍ଗ ପଥ ଅନୁସରଣ କରୁଥିବା
ಉದಾಹರಣೆ : ନିହଙ୍ଗ ସିଖ୍ମାନେ ନିଜର କର୍ତ୍ତବ୍ୟ ଦେଖେଇଲେ
निहंग पंथ को मानने वाला।
ಅರ್ಥ : ଅବିବାହିତ ରହୁଥିବା ବା ସ୍ତ୍ରୀ ଆଦିଙ୍କ ସହ ସମ୍ବନ୍ଧ ରଖୁନଥିବା ସାଧୁ
ಉದಾಹರಣೆ : ବର୍ତ୍ତମାନ ଏହିଠାରୁ ନିହାଙ୍ଗ ସାଧୁମାନଙ୍କର ଏକ ଦଳ ଗଲା
ಸಮಾನಾರ್ಥಕ : ନିହଂଗମ, ନିହଙ୍ଗ, ନିହଙ୍ଗମ
अविवाहित रहने वाला या स्त्री आदि से संबंध न रखने वाला (साधु)।
ಸ್ಥಾಪನೆ