ಅರ್ಥ : କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା
ಉದಾಹರಣೆ :
ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ
ಸಮಾನಾರ್ಥಕ : ଅନୁବନ୍ଧ, ବୁଝାମଣା, ରାଜିନାମା, ସର୍ତ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
कोई काम करने के लिए दो या कई पक्षों में होने वाला, विशेषकर लिखित एवं कानून द्वारा प्रवर्तनीय ठहराव या निश्चय।
दोनों पक्षों के बीच यह अनुबंध हुआ कि वे एक दूसरे के मामले में दखल नहीं देंगे।An accommodation in which both sides make concessions.
The newly elected congressmen rejected a compromise because they considered it `business as usual'.ಅರ್ಥ : ନିଷ୍ପତ୍ତି କରିବାର କ୍ରିୟା ବା ଭାବ
ಉದಾಹರಣೆ :
ମୋ ଝଗଡ଼ାର ନିଷ୍ପତ୍ତି ହେଲା
ಸಮಾನಾರ್ಥಕ : ମୀମାଂଶା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯୁକ୍ତିଦ୍ୱାରା କୌଣସି ବସ୍ତୁର ସ୍ଥିତି ସମ୍ପର୍କରେ ନିଶ୍ଚୟ କରିବା
ಉದಾಹರಣೆ :
ବହୁତ ପ୍ରଯତ୍ନପରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ରାମ ଭଲ ଲୋକ
ಸಮಾನಾರ್ಥಕ : ନିର୍ଣ୍ଣୟ, ନିଷ୍କର୍ଷ, ଫଳାଫଳ, ସିଦ୍ଧାନ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
A position or opinion or judgment reached after consideration.
A decision unfavorable to the opposition.