ಅರ್ಥ : ସ୍ଥିର ବା ନିଶ୍ଚଳ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ଧନ ଅଭାବ କାରଣରୁ ଏହି କାମରେ ସ୍ଥିରତା ଆସିଗଲାଣି ମନର ସ୍ଥିରତା ଶାନ୍ତି ପ୍ରଦାନ କରେ
ಸಮಾನಾರ್ಥಕ : ଅଚଞ୍ଚଳତା, ଜଡ଼ତା, ଜଡ଼ତ୍ୱ, ପ୍ରଶାନ୍ତତା, ପ୍ରସନ୍ନତା, ସ୍ଥିରତା
ಇತರ ಭಾಷೆಗಳಿಗೆ ಅನುವಾದ :
A state of no motion or movement.
The utter motionlessness of a marble statue.