ಅರ್ಥ : ବିଶ୍ୱାସଘାତକତା କରିବା ବ୍ୟକ୍ତି
ಉದಾಹರಣೆ :
ଇତିହାସ ସାକ୍ଷୀ ଯେ ସମାଜରେ ବିଶ୍ୱାସଘାତୀମାନଙ୍କର ଅଭାବ ନାହିଁ ବିଶ୍ୱାସଘାତୀ ସମୁଦ୍ର ବେଳେ ବେଳେ ନାବିକମାନଙ୍କୁ ଭସାଇ ନେଇଯାଏ
ಸಮಾನಾರ್ಥಕ : ଛଳନାପୂର୍ଣ୍ଣ, ଠକ, ପ୍ରତାରକ, ବିଶ୍ୱାସଘାତୀ
ಇತರ ಭಾಷೆಗಳಿಗೆ ಅನುವಾದ :
Having the character of, or characteristic of, a traitor.
The faithless Benedict Arnold.ಅರ್ಥ : ଯାହାଠାରେ ମାୟା ମମତା ନାହିଁ
ಉದಾಹರಣೆ :
ନିର୍ଦ୍ଦୟ କଂସେଇ ହିଁ ଜୀବ ମାନଙ୍କର ହତ୍ୟା କରିପାରେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁଥିରେ ଦୟାନାହିଁ
ಉದಾಹರಣೆ :
କଂସ ଜଣେ କ୍ରୁରବ୍ୟକ୍ତି ଥିଲା, ସେ ବସୁଦେବ ଓ ଦେବକୀକୁ ବନ୍ଦୀଶାଳାରେ ରଖିଥିଲା
ಸಮಾನಾರ್ಥಕ : କଠୋର, କରୁଣାହୀନ, କ୍ରୁର, ଦୟାହୀନ, ନିଷ୍ଠୁର, ନୃଶଂସ
ಇತರ ಭಾಷೆಗಳಿಗೆ ಅನುವಾದ :
जिसमें दया न हो।
कंस एक क्रूर व्यक्ति था, उसने वसुदेव और देवकी को कैदख़ाने में डाल दिया था।Without mercy or pity.
An act of ruthless ferocity.