ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ନିର୍ଦ୍ଦେଶିତ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ନିର୍ଦ୍ଦେଶିତ   ବିଶେଷଣ

ಅರ್ಥ : ଯାହା ଆଦେଶ ଦିଆଯାଇଛି

ಉದಾಹರಣೆ : ଅଧିକାରୀଙ୍କଦ୍ୱାରା ନିର୍ଦ୍ଦେଶିତ କାର୍ଯ୍ୟକୁ ଚପରାଶି ଜଣକ ତତ୍ପରତାର ସହ କରୁଥିଲା

ಸಮಾನಾರ್ಥಕ : ଆଜ୍ଞପ୍ତ, ଆଦେଶିତ, ଉଲ୍ଲେଖିତ


ಇತರ ಭಾಷೆಗಳಿಗೆ ಅನುವಾದ :

जिसका आदेश दिया गया हो।

चपरासी अधिकारी द्वारा आदेशित कार्यों को तत्परता से निपटा रहा है।
आज्ञप्त, आज्ञापित, आदेशित

ಅರ್ಥ : ଯାହା ନିର୍ଦ୍ଦେଶ କରାଯାଇଛି

ಉದಾಹರಣೆ : ନିର୍ଦ୍ଦେଶିତ ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିବା ନିମନ୍ତେ ଆମକୁ ପାଦରେ ଚାଲିବାକୁ ହେବଏହି ନକ୍ସାରେ ତୀର୍ଥ ସ୍ଥାନ ଗୁଡିକ ଗୋଲ୍ ଚିହ୍ନଦ୍ୱାରା ନିର୍ଦ୍ଦେଶିତ ହୋଇଛି୤

ಸಮಾನಾರ್ಥಕ : ନିର୍ଦେଶିତ


ಇತರ ಭಾಷೆಗಳಿಗೆ ಅನುವಾದ :

जिसका निर्देश किया गया हो।

निर्देशित स्थान तक पहुँचने के लिए हमें पैदल ही चलना होगा।
इस नक्शे में तीर्थ स्थानों को गोल चिह्नों द्वारा निर्देशित किया गया है।
आदर्शित, निर्दिष्ट, निर्देशित, लक्षित