ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ନିର୍ଦ୍ଦେଶ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ନିର୍ଦ୍ଦେଶ   ବିଶେଷ୍ୟ

ಅರ್ಥ : ନିର୍ଦ୍ଦେଶ କରିବାର ପ୍ରକ୍ରିୟା ବା ଭାବ

ಉದಾಹರಣೆ : ଏହି କାମ ମେଜର ଚୋପଡ଼ାଙ୍କ ନିର୍ଦ୍ଦେଶରେ ହେଉଛି

ಸಮಾನಾರ್ಥಕ : ନିର୍ଦ୍ଦେଶନା


ಇತರ ಭಾಷೆಗಳಿಗೆ ಅನುವಾದ :

निर्देश करने की क्रिया या भाव।

यह काम मेजर चोपड़ा के निर्देशन में हो रहा है।
निर्देशन

The act of setting and holding a course.

A new council was installed under the direction of the king.
direction, guidance, steering

ಅರ್ಥ : ଏଭଳି ଅନୁରୋଧ ବା ଆଦେଶ ଯାହାର ପାଳନ ପାଇଁ ବାରମ୍ବାର କୁହାଯାଇଛି

ಉದಾಹರಣೆ : ମାଲିକ ଚାକରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବଳଦମାନଙ୍କୁ ଖାଲି କୁଟାନଡ଼ା ଖୁଆଯାଉ

ಸಮಾನಾರ್ಥಕ : ତାଗିଦା


ಇತರ ಭಾಷೆಗಳಿಗೆ ಅನುವಾದ :

ऐसा अनुरोध या आदेश जिसके पालन के लिए बारंबार कहा गया हो।

मालिक ने नौकरों को ताक़ीद की कि बैलों को खाली भूसा खिलाया जाय।
ताक़ीद, ताकीद

An urgent or peremptory request.

His demands for attention were unceasing.
demand

ಅರ್ಥ : (ବଡ଼ର ଛୋଟକୁ) ଅମୁକ କାର୍ଯ୍ୟ ଏଭଳି ହେବା ଆବଶ୍ୟକ ବୋଲି ବତାଇବା କ୍ରିୟା

ಉದಾಹರಣೆ : ସେ ଶିକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ କାମ କରି ସଫଳ ହେଲା

ಸಮಾನಾರ್ಥಕ : ଅନୁଦେଶ


ಇತರ ಭಾಷೆಗಳಿಗೆ ಅನುವಾದ :

यह बतलाने की क्रिया कि अमुक कार्य इस प्रकार होना चाहिए।

वह शिक्षक के निर्देश के अनुसार काम करके सफल हुआ।
अनुदेश, अपदेश, इरशाद, इर्शाद, निर्देश, हिदायत

A message describing how something is to be done.

He gave directions faster than she could follow them.
direction, instruction

ಅರ್ಥ : ଏଭଳି କର ବା ଏଭଳି କରନାହିଁ -ଏହା ଅଧିକାରପୂର୍ବକ କହିବାର କ୍ରିୟା

ಉದಾಹರಣೆ : ହୁକୁମ ପାଇଲା ମାତ୍ରେ ହିଁ ସେ କାମରେ ଲାଗି ଗଲା

ಸಮಾನಾರ್ಥಕ : ଆଜ୍ଞା, ଆଦେଶ, ହୁକୁମ