ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ବିନାଶ କରୁଥିବା ବ୍ୟକ୍ତି
ಉದಾಹರಣೆ : ଭଗବାନ ଶଙ୍କରଙ୍କୁ ସୃଷ୍ଟିର ବିନାଶକ କୁହାଯାଏ
ಸಮಾನಾರ್ಥಕ : ଧ୍ୱଂସକର୍ତ୍ତା, ବିନାଶକ, ବିନାଶୀ, ସଂହାରକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
विनाश करने वाला व्यक्ति।
A person who destroys or ruins or lays waste to.
ಅರ್ಥ : ଉତ୍କଟ ବିଷର ପ୍ରଭାବକୁ ନଷ୍ଟ କରୁଥିବା
ಉದಾಹರಣೆ : ତାଙ୍କ ନାଶକ ମନ୍ତ୍ର ଗୋପାଳକୁ ମୃତ୍ୟୁ ମୁହଁରୁ ରକ୍ଷାକଲା
ಸಮಾನಾರ್ಥಕ : ଘାତକ, ମାରଣା
ಅರ್ಥ : ଯେ ନାଶ କରେ
ಉದಾಹರಣೆ : ଚାଷୀ ବିଲରେ କୀଟନାଶକ ଔଷଧ ପକଉଛି ଭଗବାନ ବିଘ୍ନ ବିନାଶକ
ಸಮಾನಾರ್ಥಕ : ନାଶୀ, ବିନାଶକ, ବିନାଶକାରକ, ବିନାଶକାରୀ, ବିନାଶୀ, ବିଲୋପକ
जो नाश करता हो।
Causing destruction or much damage.
ಸ್ಥಾಪನೆ