ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ନାମୀ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ନାମୀ   ବିଶେଷ୍ୟ

ಅರ್ಥ : ଯେଉଁ ବ୍ୟକ୍ତିଙ୍କୁ ଖ୍ୟାତି ମିଳିଛି

ಉದಾಹರಣೆ : ବିଦ୍ୟାସାଗରଙ୍କୁ ନାମୀଲୋକଙ୍କ ମଧ୍ୟରେ ଗଣାଯାଏ

ಸಮಾನಾರ್ಥಕ : ଖ୍ୟାତ, ଜଣାଶୁଣା, ପ୍ରସିଦ୍ଧ, ବିଖ୍ୟାତ


ಇತರ ಭಾಷೆಗಳಿಗೆ ಅನುವಾದ :

A well-known or notable person.

They studied all the great names in the history of France.
She is an important figure in modern music.
figure, name, public figure

ନାମୀ   ବିଶେଷଣ

ಅರ್ಥ : ଯାହାଙ୍କୁ ଖ୍ୟାତି ମିଳିଛି

ಉದಾಹರಣೆ : ଲତା ମଙ୍ଗେଶକର ଜଣେ ପ୍ରସିଦ୍ଧ ଗାୟିକା

ಸಮಾನಾರ್ಥಕ : ଆଖ୍ୟାତ, ଖ୍ୟାତ, ନାମଜାଦା, ପ୍ରଖ୍ୟାତ, ପ୍ରସିଦ୍ଧ, ବିଖ୍ୟାତ


ಇತರ ಭಾಷೆಗಳಿಗೆ ಅನುವಾದ :

Widely known and esteemed.

A famous actor.
A celebrated musician.
A famed scientist.
An illustrious judge.
A notable historian.
A renowned painter.
celebrated, famed, famous, far-famed, illustrious, notable, noted, renowned

ಅರ್ಥ : ଯାହାଙ୍କୁ ପ୍ରତିଷ୍ଠା ମିଳିଛି ବା ଯାହାର ପ୍ରତିଷ୍ଠା ଅଛି

ಉದಾಹರಣೆ : ପଣ୍ଡିତ ମହେଶ ନିଜ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି

ಸಮಾನಾರ್ಥಕ : ଅଗ୍ରଗଣ୍ୟ, ଗଣମାନ୍ୟ, ଗୌରବାନ୍ୱିତ, ପ୍ରତିଷ୍ଠିତ, ମାନନୀୟ, ମାନ୍ୟ, ସମ୍ଭ୍ରାନ୍ତ, ସମ୍ମାନିତ


ಇತರ ಭಾಷೆಗಳಿಗೆ ಅನುವಾದ :