ಅರ್ಥ : ଢୋଲଆଦି ବଜାଇ କରାଯାଉଥିବା ରାଜକୀୟ ଘୋଷଣା ବା ଦିଆଯାଉଥିବା ସୂଚନା
ಉದಾಹರಣೆ :
ରାଜକୁମାରୀଙ୍କ ସ୍ୱୟମ୍ବର ସମ୍ପର୍କରେ ରାଜା ଡେଙ୍ଗୁରା ଦିଆଇଲେ
ಸಮಾನಾರ್ಥಕ : ଡେଙ୍ଗୁରା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଡୁଗ୍ଡୁଗୀ ଭଳି ଗୋଟିଏ ବଡ଼ ଥାପ ବାଦ୍ୟ
ಉದಾಹರಣೆ :
ନାଗରା ଶବ୍ଦ ଶୁଣିଲା ମାତ୍ରେ ପିଲାମାନେ ଏକତ୍ରିତ ହୋଇଗଲେ
ಇತರ ಭಾಷೆಗಳಿಗೆ ಅನುವಾದ :
A large hemispherical brass or copper percussion instrument with a drumhead that can be tuned by adjusting the tension on it.
kettle, kettledrum, timpani, tympani, tympanumಅರ್ಥ : ଏକ ପ୍ରକାରର ରାଜସ୍ଥାନୀ ଜୋତା ଯାହାର ଅଗ୍ର ଭାଗର ଉପର ଆଡ଼କୁ ଉଠିଥାଏ ବା ମୋଡ଼ି ହୋଇଥାଏ
ಉದಾಹರಣೆ :
ଶ୍ୟାମ ସାର୍ଟ, ପାଇଜାମା ଏବଂ ପାଦରେ ନାଗରା ଜୋତା ପିନ୍ଧିଥିଲା
ಸಮಾನಾರ್ಥಕ : ନାଗରା ଜୋତା
ಇತರ ಭಾಷೆಗಳಿಗೆ ಅನುವಾದ :
एक प्रकार का राजस्थानी जूता जिसका अग्र भाग ऊपर की ओर उठा या मुड़ा होता है।
श्याम कुर्ता,पायजामा और पैरों में नागरा पहने हुए था।