ಅರ್ಥ : ଯେଉଁ ପ୍ରକ୍ରିୟାରେ ପ୍ରଜଜନ ନକରିପାରିବାପାଇଁ ପୁରୁଷର ଶୁକ୍ରାଣୁ ବାହିକା ଧମନୀକୁ କାଟି ଦିଆଯାଏ
ಉದಾಹರಣೆ :
ନସବନ୍ଦୀ ପରିବାର ନିୟୋଜନର ଏକ ମାଧ୍ୟମ
ಸಮಾನಾರ್ಥಕ : ନସବନ୍ଦୀ
ಇತರ ಭಾಷೆಗಳಿಗೆ ಅನುವಾದ :
Surgical procedure that removes all or part of the vas deferens (usually as a means of sterilization). Is sometimes reversible.
vasectomy