ಅರ್ಥ : ଭୂଇଁରୁ ପାଣି ବାହାରକରିବା ଯନ୍ତ୍ର ଯେଉଁଥିରେ ଚାପଦେଇ ପାଣି ବାହାର କରାଯାଏ
ಉದಾಹರಣೆ :
ଆଜିକାଲି ଗାଁ ଗାଁ ରେ ନଳକୂଅ ଅଛି
ಸಮಾನಾರ್ಥಕ : ଟ୍ୟୁବ୍ ୱେଲ୍, ନଳକୂପ, ହାତପମ୍ପ
ಇತರ ಭಾಷೆಗಳಿಗೆ ಅನುವಾದ :
A pump worked by hand.
hand pumpಅರ್ಥ : ପଡ଼ିଆ, ଖେତଆଦିରେ ଭୂମି ତଳୁ ପାଣି ବାହାର କରିବା ନିମନ୍ତେ ବ୍ୟବହୃତ ନଳ ଯାହାର ଗୋଟିଏ ମୁଣ୍ଡ ଭୂମିର ପାଣିଥିବା ଗଭୀରତା ପର୍ଯ୍ୟନ୍ତ ଯାଇଥାଏ ଏବଂ ଦ୍ୱିତୀୟ ପାଖ ପାଣି ଟାଣି ବାହାରକୁ ଫୋପାଡ଼ି ଥାଏ
ಉದಾಹರಣೆ :
ବର୍ଷା କମ୍ ହେବା କାରଣରୁ ଜଳସେଚପାଇଁ ସ୍ଥାନେସ୍ଥାନେ ନଳକୂପ ବସାଯାଇଛି
ಸಮಾನಾರ್ಥಕ : ଟିୱେଲ୍, ଟ୍ୟୁବ୍-ୱେଲ୍, ନଳକୂପ
ಇತರ ಭಾಷೆಗಳಿಗೆ ಅನುವಾದ :