ಅರ್ಥ : ବିନମ୍ର ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ସେ ଶ୍ରେଣୀରେ ତାର ବିନମ୍ରତାପାଇଁ ହିଁ ଜଣାଶୁଣା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଗୁଣଯୋଗୁଁ କୌଣସି ବସ୍ତୁ ନମନୀୟ
ಉದಾಹರಣೆ :
ଗଛର ପତଳା ଡାଳରେ ନମନୀୟତା ଥାଏ
ಸಮಾನಾರ್ಥಕ : ନମନୀୟତା
ಇತರ ಭಾಷೆಗಳಿಗೆ ಅನುವಾದ :
The tendency of a body to return to its original shape after it has been stretched or compressed.
The waistband had lost its snap.ಅರ್ಥ : ସୁକୁମାର ବା ନମ୍ର ଅବସ୍ଥା ବା ଭାବ
ಉದಾಹರಣೆ :
ରାମ, ଲକ୍ଷ୍ମଣ ଓ ସୀତାଙ୍କ ନରମ ସ୍ୱଭାବ ଦେଖି ବନବାସୀମାନଙ୍କର ତାଙ୍କ ଉପରେ ଦୟା ଆସୁଥିଲା
ಸಮಾನಾರ್ಥಕ : କୋମଳତା, ନରମ ସ୍ୱଭାବ, ସୁକୁମାରତା
ಇತರ ಭಾಷೆಗಳಿಗೆ ಅನುವಾದ :
The quality of being beautiful and delicate in appearance.
The daintiness of her touch.