ಅರ್ಥ : ମୋତି, ମର୍କତମଣି, ମାଣିକ, ଗୋମେଦ, ହୀରା, ପ୍ରବାଳ, ବୈଦୁର୍ଯ୍ୟମଣି, ପୁଷ୍ପରାଗ ଓ ନୀଳା-ଏହି ନଅଟି ରତ୍ନ
ಉದಾಹರಣೆ :
ସେ ଗ୍ରହବାଧା ଦୂର କରିବାପାଇଁ ନବରତ୍ନର ମୁଦି ପିନ୍ଧିଛି
ಸಮಾನಾರ್ಥಕ : ନ ରତ୍ନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନଅଟି ମସଲାରୁ ତିଆରି କରାଯାଉଥିବା ଏକ ପ୍ରକାର ଚଟଣୀ
ಉದಾಹರಣೆ :
ନବରତ୍ନ ଖାଇବାକୁ ବଡ଼ ସ୍ୱାଦିଷ୍ଟ
ಇತರ ಭಾಷೆಗಳಿಗೆ ಅನುವಾದ :
नौ मसालों के योग से बनी एक चटनी।
नवरत्न चटनी खाने में बड़ी ही स्वादिष्ट होती है।ಅರ್ಥ : ପ୍ରାଚୀନ କାଳରେ କୌଣସି କୌଣସି ରାଜା ମହାରାଜାଙ୍କ ସଭାରେ ରହୁଥିବା ନଅ ଜଣ ବିଦ୍ୱାନ
ಉದಾಹರಣೆ :
ବିକ୍ରମାଦିତ୍ୟଙ୍କ ନବରତ୍ନ ମଧ୍ୟରେ କାଳିଦାସ ଜଣେ ଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
A person with special knowledge or ability who performs skillfully.
expert