ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ମାଟିର ବଡ଼କୁଣ୍ଡ
ಉದಾಹರಣೆ : ମଇଁଷିଙ୍କ ଲାଗି ନନ୍ଦିଆରେ କୁଳୁଚି ଗୋଳାଇ ଦିଅ
ಸಮಾನಾರ್ಥಕ : କୁଣ୍ଡ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
मिट्टी की बड़ी नाँद।
ಅರ್ಥ : ମାଟି, ଗୋଡ଼ିଆଦିରେ ତିଆରିହୋଇଥିବା ବଡ଼ପାତ୍ର ଯେଉଁଥିରେ ପଶୁମାନଙ୍କୁ ଖାଦ୍ୟଖାଇବାକୁ ଓ ପାଣିପିଇବାକୁ ଦିଆଯାଏ
ಉದಾಹರಣೆ : ରାମୁ ବଳଦମାନଙ୍କପାଇଁ ନନ୍ଦିଆରେ କୁଳୁଚି-ପାଣି ଭର୍ତ୍ତି କରୁଛି
ಸಮಾನಾರ್ಥಕ : କୁଣ୍ଡ, ନନ୍ଦ, ନାନ୍ଦ, ନାନ୍ଦିଆ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
मिट्टी, कंकड़ आदि का बना वह बड़ा बरतन जिसमें पशुओं को चारा दिया या पानी पिलाया जाता है।
A container (usually in a barn or stable) from which cattle or horses feed.
ಅರ್ಥ : ପଶୁଙ୍କୁ ଦାନା ବା ବୋତା ଖୁଆଇବା ବାସନ
ಉದಾಹರಣೆ : ଗାଈ ନନ୍ଦିଆରେ ରଖାଯାଇଥିବା ଦାନା ଖାଉଛି
पशुओं को दाना या चारा खिलाने का बरतन।
ಸ್ಥಾಪನೆ