ಅರ್ಥ : ବୁଣା କାମରେ ଆସୁଥିବା ତନ୍ତୀର ଏକ ଉପକରଣ
ಉದಾಹರಣೆ :
ନଟେଇରେ ଲୁଗାର ଲମ୍ବା ପାଖ ସୂତାର ଶେଷଭାଗ ଟଣା ଯାଇଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଉପକରଣ ଉପରେ ଗୁଡ଼ି ଉଡ଼ାଇବା ସୂତା ଗୁଡ଼ାଯାଏ
ಉದಾಹರಣೆ :
ସେ ଗୁଡ଼ିର ସୂତାକୁ ଗୁଡ଼ାଇବାପାଇଁ ଗୋଟିଏ ନଟେଇ କିଣିଲା
ಅರ್ಥ : ବଡକାଠିରେ ତିଆରି ହୋଇଥିବା ଏକ ଉପକରଣ ଯେଉଁଥିରେ ତନ୍ତ ସୂତା ଗୁଡ଼ା ହୋଇଥାଏ
ಉದಾಹರಣೆ :
ତନ୍ତୀ ନଟେଇରେ ସୂତା ଗୁଡ଼ାଉଛି
ಇತರ ಭಾಷೆಗಳಿಗೆ ಅನುವಾದ :