ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଧ୍ୟାନର ଅଭାବ ବା ଧ୍ୟାନ ନ ହେବାର ଅବସ୍ଥା
ಉದಾಹರಣೆ : ଅଭାବନା ପାଠ ପଢ଼ିବାରୁ କିଛି ବୁଝିହେଉନାହିଁ
ಸಮಾನಾರ್ಥಕ : ଅଭାବନା, ଅମଗ୍ନ, ଅମନଯୋଗ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
ध्यान का अभाव या ध्यान न होने की अवस्था।
ಅರ್ಥ : ଯାହାର ଧ୍ୟାନର ଅଭାବ
ಉದಾಹರಣೆ : ଧ୍ୟାନହୀନ ପିଲାମାନେ ପଢ଼ିବାରେ ବହୁତ ଦୁର୍ବଳ
ಸಮಾನಾರ್ಥಕ : ଚଗଲା, ଚଗଲିଆ, ବଗୁଲିଆ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जिसमें ध्यान का अभाव हो।
Showing a lack of attention or care.
ಅರ್ಥ : ଧ୍ୟାନ ନ ଦିଆଯାଉଥିବା
ಉದಾಹರಣೆ : ଧ୍ୟାନହୀନ ସମସ୍ୟାଗୁଡ଼ିକ କେମିତି ସମାଧାନ ହେବ
ಸಮಾನಾರ್ಥಕ : ଅମନନ
ध्यान न दिया जाने वाला।
ಸ್ಥಾಪನೆ