ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଧୂପଦେବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଧୂପଦେବା   ବିଶେଷ୍ୟ

ಅರ್ಥ : ମୂର୍ତ୍ତିଆଦି ସମ୍ମୁଖରେ ଧୂପ ଜଳାଇବା ବା ଧୂପ ଦେଖାଇବାର କାମ

ಉದಾಹರಣೆ : ମନ୍ଦିରରେ ପୁଜାରୀ ଆଳତି ସମୟରେ କିଛି ମନ୍ତ୍ର ମଧ୍ୟ ପଢ଼ୁଥିଲେ

ಸಮಾನಾರ್ಥಕ : ଆରାତ୍ରିକ, ଆଳତି


ಇತರ ಭಾಷೆಗಳಿಗೆ ಅನುವಾದ :

मूर्ति आदि के सामने धूप जलाने या धूप दिखाने की क्रिया।

मंदिर में पुजारीजी धूपन के समय कुछ मंत्र भी पढ़ रहे थे।
धूपन

ଧୂପଦେବା   କ୍ରିୟାପଦ

ಅರ್ಥ : ମୂର୍ତ୍ତିଆଦିକୁ ଧୂପ ଦେଖାଇବା ବା ତାଙ୍କ ପାଖରେ ଧୂପ ଜଳାଇବା

ಉದಾಹರಣೆ : ମାଆ ପୂଜାଗୃହରେ ପ୍ରଥମେ ଅଗରବତୀ ଜଳାଇ ତାପରେ ଧୂପ ଦିଅନ୍ତି

ಸಮಾನಾರ್ಥಕ : ଧୂପାୟିତ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

मूर्ति आदि को धूप दिखाना या उसके पास धूप जलाना।

माँ पूजागृह में पहले अगरबत्ती जलाती है फिर धूपती है।
धूपना