ಅರ್ಥ : ଶିଳର ଯେଉଁ ଉପର ଭାଗରେ ବଟା ହୋଇଥିବା ବସ୍ତୁ ଆଦି ରଖାଯାଏ
ಉದಾಹರಣೆ :
ସେ ଶିଳରେ ହଳଦୀ ବାଟିବା ଶିଳପୁଆକୁ ଧୋଇ ଶିଳମୁଣ୍ଡି ଉପରେ ରଖିଦେଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କଳା କନାର ଝାଲର ଯାହା ଲୁଗାରେ ଲଗାଯାଇଥାଏ
ಉದಾಹರಣೆ :
ଓଢ଼ଣୀର ଧାର ବହୁତ ଭଲ ଲାଗୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହତିଆରର ଧାରୁଆ ଧାର
ಉದಾಹರಣೆ :
ଛୁରୀର ଧାର ଖରାପ ହୋଇଯାଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମଧ୍ୟ ପ୍ରଦେଶର ଏକ ଜିଲ୍ଲା
ಉದಾಹರಣೆ :
ଧାର ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଧାରରେ ଅବସ୍ଥିତ
ಸಮಾನಾರ್ಥಕ : ଧାର ଜିଲ୍ଲା
ಇತರ ಭಾಷೆಗಳಿಗೆ ಅನುವಾದ :
A region marked off for administrative or other purposes.
district, dominion, territorial dominion, territoryಅರ್ಥ : କାହାଠାରୁ ନିଆଯାଇଥିବା ଯେଉଁ ବସ୍ତୁ, ଟଙ୍କଆଦିକୁ ନିର୍ଦ୍ଧିଷ୍ଟ ସମୟରେ ଫେରାଯାଏ
ಉದಾಹರಣೆ :
ସେ ବହିକିଣିବା ପାଇଁ ମୋ ଠାରୁ ଦୁଇଶହ ଟଙ୍କା ଉଧାର ନେଲା
ಇತರ ಭಾಷೆಗಳಿಗೆ ಅನುವಾದ :
Money or goods or services owed by one person to another.
debtಅರ್ಥ : ଲେଖିବାବେଳେ କାଗଜ ଆଦିର ଧାରରେ ଛଡ଼ା ଯାଉଥିବା ଖାଲି ଜାଗା
ಉದಾಹರಣೆ :
ସାଦା କାଗଜରେ ଲେଖିବା ସମୟରେ ମାର୍ଜିନ ନିଶ୍ଚୟ ଛାଡ଼ିବା ଉଚିତ୍
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପଗଡ଼ିର ଧାର ଯେଉଁଥିରେ କମକୁଟ କରାଯାଇଥାଏ
ಉದಾಹರಣೆ :
ନବଯୁବକମାନଙ୍କ ପଗଡ଼ିର ଧାର ବହୁତ ସୁନ୍ଦର ଦିଶୁଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
पगड़ी का छोर जिसमें कलाबत्तू का काम रहता है।
नौजवानों की पगड़ी का चिल्ला बहुत सुन्दर लग रहा है।ಅರ್ಥ : ବହିବାର କ୍ରିୟା ବା ଭାବ
ಉದಾಹರಣೆ :
ସେ ପାଣି ପ୍ରବାହରେ ଭାସି ଗଲା ବର୍ଷା ଦିନରେ ନଦୀମାନଙ୍କର ପ୍ରବାହ ବଢ଼ିଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
ಉದಾಹರಣೆ :
କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
ಸಮಾನಾರ್ಥಕ : ଅବଧି, ଗଣ୍ଡି, ଚୌହଦି, ପରିସୀମା, ସୀମା
ಇತರ ಭಾಷೆಗಳಿಗೆ ಅನುವಾದ :
The point or degree to which something extends.
The extent of the damage.