ಅರ್ಥ : କୌଣସି ଜିନିଷକୁ ପିଟିଲେ ବା ଧକ୍କାଦେଲେ ପହଞ୍ଚୁଥିବା ଆଘାତ ଯାହାଦ୍ବାରା କିଛି ଭାଙ୍ଗିବା ବା କ୍ଷତିହେବାର ଆଶଙ୍କା ବା ସମ୍ଭାବନା ଥାଏ
ಉದಾಹರಣೆ :
ଦର୍ପଣ ସମ୍ଭାଳିକରି ନିଅ ଯେପରି କେଉଁଠି ମାଡ ନ ଲାଗେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ବସ୍ତୁର ଅନ୍ୟ ଏକ ବସ୍ତୁସହିତ ବେଗପୂର୍ଣ୍ଣ ସ୍ପର୍ଶ
ಉದಾಹರಣೆ :
ତାକୁ କାର ଧକ୍କା ହେଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦୁଇଟି ବସ୍ତୁ ବେଗପୂର୍ବକ ପରସ୍ପର ଆଘାତ ହେବାର ପ୍ରକ୍ରିୟା
ಉದಾಹರಣೆ :
ବସ୍ ଏବଂ ଟ୍ରକର ଧକ୍କାରେ ଦଶ ଜଣ ଲୋକ ଆହତ ହେଲେ
ಇತರ ಭಾಷೆಗಳಿಗೆ ಅನುವಾದ :
An accident resulting from violent impact of a moving object.
Three passengers were killed in the collision.ಅರ್ಥ : ଆଘାତର ଲାକ୍ଷଣିକ ପ୍ରୟୋଗ
ಉದಾಹರಣೆ :
ତା ବ୍ୟବହାରରେ ମୋ ସମ୍ମାନକୁ ଆଘାତ ଲାଗିଲା
ಇತರ ಭಾಷೆಗಳಿಗೆ ಅನುವಾದ :
A figurative injury (to your feelings or pride).
He feared that mentioning it might reopen the wound.ಅರ್ಥ : ମନକୁ ଲାଗିଥିବା ଆଘାତ
ಉದಾಹರಣೆ :
ତାର କଥା ମୋତେ ଆଘାତ ଦେଲା
ಸಮಾನಾರ್ಥಕ : ଆଘାତ, ମାନସିକ ଆଘାତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗାଡ଼ି ଆଦି ଚାଲୁଥିବା ଜିନିଷଗୁଡ଼ିକର ଦୋହଲିବା ବା ହଲିବାଦ୍ୱାରା ଲାଗୁଥିବା ଧକ୍କା
ಉದಾಹರಣೆ :
ଗାଡ଼ି ଧକ୍କାରେ ସେ ସିଟରୁ ତଳକୁ ପଡ଼ିଗଲେ
ಇತರ ಭಾಷೆಗಳಿಗೆ ಅನುವಾದ :