ಅರ್ಥ : ଯାହାଙ୍କ ଉପରେ କେହି ଅଭିଯୋଗ ବା ମକଦ୍ଦମା କରିଛି
ಉದಾಹರಣೆ :
ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର ହୋଇଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
A defendant in a criminal proceeding.
accusedಅರ್ಥ : ଯିଏ କିଛି ଅପରାଧ କରିଛି
ಉದಾಹರಣೆ :
ଦୁଇଜଣ ଅପରାଧୀ ପୁଲିସର ଲଢ଼େଇରେ ମରିଗଲେ
ಇತರ ಭಾಷೆಗಳಿಗೆ ಅನುವಾದ :
वह जिसने कोई अपराध किया हो।
दो अपराधी पुलिस मुठभेड़ में मारे गए।ಅರ್ಥ : ନ୍ୟାୟାଳୟରେ ଯାହାକୁ ଦୋଷୀ ବୋଲି ସାବ୍ୟସ୍ତ କରାଯାଇଛି
ಉದಾಹರಣೆ :
ଦୋଷୀ ଦଣ୍ଡ କମ୍ ପାଇବାପାଇଁ ପ୍ରାର୍ଥନା କରିଆସୁଛି କିନ୍ତୁ ନ୍ୟାୟାଧୀଶ ତାର କୌଣସି କଥା ଶୁଣିଲେ ନାହିଁ
ಸಮಾನಾರ್ಥಕ : ଅଭିଯୁକ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
न्यायालय में जिसका दोषी होना सिद्ध हो गया हो।
सजायाफता व्यक्ति सजा कम करने की याचना करता रहा पर न्यायाधीश ने उसकी एक न सुनी।ಅರ್ಥ : ଯେ ଅପରାଧରେ ଜଡ଼ିତ
ಉದಾಹರಣೆ :
ପୋଲିସ୍ ଦୁଇଜଣ ଅପରାଧୀଙ୍କୁ ଗିରଫ କଲା
ಸಮಾನಾರ್ಥಕ : ଅପରାଧୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ କୌଣସି ଅପରାଧ କରିଛି
ಉದಾಹರಣೆ :
ଅପରାଧୀକୁ ଦଣ୍ଡ ମିଳିବା ଉଚିତ୍
ಸಮಾನಾರ್ಥಕ : ଅପରାଧକର୍ତ୍ତା, ଅପରାଧୀ
ಇತರ ಭಾಷೆಗಳಿಗೆ ಅನುವಾದ :
Responsible for or chargeable with a reprehensible act.
Guilty of murder.