ಅರ್ಥ : ପୂରାକରିବା ବା ଦେବାର ପ୍ରସ୍ତାବ ରଖିବା ବା କାମ ବଦଳରେ ଧନ ଦେବା
ಉದಾಹರಣೆ :
ସେ ଏହିକାମପାଇଁ ମୋତେ ତିରିଶ ହଜାର ଟଙ୍କା ଦେଉଛି
ಸಮಾನಾರ್ಥಕ : ଦାନ କରିବା, ପ୍ରଦାନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
* भुगतान करने या देने का प्रस्ताव रखना या काम के बदले धन प्रस्तुत करना।
वह इस काम के लिए मुझे तीस हजार दे रहा है।ಅರ್ಥ : କାହାକୁ କିଛି ହସ୍ତଗତ କରାଇବା
ಉದಾಹರಣೆ :
ଅଧ୍ୟାପକ ତାକୁ ପୁରସ୍କାର ଦେଲେ
ಸಮಾನಾರ್ಥಕ : ପ୍ରଦାନ କରିବା, ସମର୍ପିବା
ಇತರ ಭಾಷೆಗಳಿಗೆ ಅನುವಾದ :
Transfer possession of something concrete or abstract to somebody.
I gave her my money.ಅರ್ಥ : ପ୍ରସ୍ତୁତ କରିବା
ಉದಾಹರಣೆ :
ସେ ସଭାରେ ନିଜ ମତାମତ ଉପସ୍ଥାପିତ କଲେ ଓକିଲ ନ୍ୟାୟାଧୀଶଙ୍କ ସମ୍ମୁଖରେ କିଛି ପ୍ରମାଣ ଦେଲେ
ಸಮಾನಾರ್ಥಕ : ଉପସ୍ଥାପିତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମୂଲ୍ୟ, ଦେଣାଆଦି ପରିଶୋଧ କରିବା
ಉದಾಹರಣೆ :
ପ୍ରଥମେ ମୋର ଋଣ ପରିଶୋଧ କର, ପରେ ବିଜୁଳି ବିଲ ପରିଶୋଧ କରିବ
ಸಮಾನಾರ್ಥಕ : ପରିଶୋଧ କରିବା, ଭରଣା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
मूल्य, देन आदि चुकाना।
आप बिजली का बिल बाद में चुकाइएगा।Give money, usually in exchange for goods or services.
I paid four dollars for this sandwich.ಅರ್ಥ : କୌଣସି ବିଶିଷ୍ଟ କାର୍ଯ୍ୟ, ବ୍ୟକ୍ତି ବା କାରଣ ଆଦିକୁ ସଂପୂର୍ଣ୍ଣରୂପେ ଦେଇଦବା
ಉದಾಹರಣೆ :
ସେ ନିଜର ସାରା ଜୀବନ ସମାଜ ସେବା ନିମନ୍ତେ ସମର୍ପଣ କରିଛନ୍ତି
ಸಮಾನಾರ್ಥಕ : ସମର୍ପଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी विशिष्ट कार्य, व्यक्ति या कारण आदि के लिए धन, समय आदि पूरी तरह से देना।
उसने अपना सारा जीवन समाज सेवा के लिए समर्पित कर दिया है।Give entirely to a specific person, activity, or cause.
She committed herself to the work of God.ಅರ್ಥ : ଖେଳ ଆଦିରେ ଅଙ୍କ ବା କିଛି ଲକ୍ଷ୍ୟ ପ୍ରାପ୍ତକରିବା
ಉದಾಹರಣೆ :
ଆମେ ଦୁଇଟି ଗୋଲ୍ ଦେଲୁ ଏହି ପ୍ରତିଯୋଗିତାରେ ଆମେ ଏଗାର ପଏଣ୍ଟ୍ ପାଇଲୁ
ಸಮಾನಾರ್ಥಕ : କରିବା, ପାଇବା, ପ୍ରାପ୍ତକରିବା, ହାସଲ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
खेल आदि में अंक या कोई लक्ष्य प्राप्त करना।
हमने दो गोल बनाए।ಅರ್ಥ : ମୌଖିକ ରୂପରେ ପ୍ରସ୍ତୁତ କରିବା
ಉದಾಹರಣೆ :
ଶ୍ୟାମକୁ ମଧ୍ୟ ମୋ ଶୁଭକାମନା ଜଣାଇଦେବେ ଗୁରୁଜୀ ଅନୁତ୍ତୀର୍ଣ୍ଣ ଛାତ୍ରମାନଙ୍କୁ ସାନ୍ତ୍ୱନା ଦେଉଛନ୍ତି
ಸಮಾನಾರ್ಥಕ : ପ୍ରଦାନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
* मौखिक रूप से प्रस्तुत करना।
श्याम को मेरी भी शुभकामनाएँ दीजिए।