ಅರ್ಥ : ଘରେ ବସି ଅନ୍ୟତ୍ର ଘଟୁଥିବା ଦୃଶ୍ୟ ଦେଖିବାର ପ୍ରଣାଳୀ
ಉದಾಹರಣೆ :
ଦେଶ ବିଦେଶରେ ଘଟୁଥିବା ଘଟଣାଗୁଡ଼ିକର ସିଧା ପ୍ରସାରଣ ଦୂରଦର୍ଶନ ଲୋକମାନଙ୍କ ପାଖରେ ପହଞ୍ଚାଇଥାଏ
ಸಮಾನಾರ್ಥಕ : ଦୂରଦର୍ଶନ ପ୍ରଣାଳୀ
ಇತರ ಭಾಷೆಗಳಿಗೆ ಅನುವಾದ :
वह प्रणाली जिसमें घर बैठे, उपकरणों से अन्यत्र घटित होते हुए दृश्य देखे जाते हैं।
दूरदर्शन देश-विदेश में घटित हो रही घटनाओं का सीधा प्रसारण जन-जन तक पहुँचाता है।A telecommunication system that transmits images of objects (stationary or moving) between distant points.
television, television systemಅರ್ಥ : ଦୂରରେ ଘଟୁଥିବା ଦୃଶ୍ୟ ଦେଖିବାପାଇଁ ବ୍ୟବହୃତ ଉପକରଣ
ಉದಾಹರಣೆ :
ଟେଲିଭିଜନ୍ ମନୋରଞ୍ଜନର ଗୋଟିଏ ଉତ୍ତମ ସାଧନ
ಸಮಾನಾರ್ಥಕ : ଟିଭି, ଟେଲିଭିଜନ୍
ಇತರ ಭಾಷೆಗಳಿಗೆ ಅನುವಾದ :
An electronic device that receives television signals and displays them on a screen.
The British call a tv set a telly.ಅರ್ಥ : ଅସ୍ଥାବର ଓ ସ୍ଥାବର ବସ୍ତୁସମୂହଙ୍କ ଛବିସବୁକୁ ଦୂରସ୍ଥାନକୁ ପ୍ରସାରିତ କରୁଥିବା ଦୂରସଞ୍ଚାର ବ୍ୟବସ୍ଥା
ಉದಾಹರಣೆ :
ଟେଲିଭିଜନ ଅନୁସାରେ ଏହି ଖବର ମିଥ୍ୟା
ಸಮಾನಾರ್ಥಕ : ଟେଲିଭିଜନ, ଟେଲିଭିଜନ ସିଷ୍ଟମ୍, ଦୂରଦର୍ଶନ ତନ୍ତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
वह दूरसंचार व्यवस्था जो चर तथा अचर वस्तुओं की छवियों को दूरस्थ स्थानों में प्रसारित करती है।
टेलीविजन के अनुसार यह ख़बर झूठी है।A telecommunication system that transmits images of objects (stationary or moving) between distant points.
television, television system