ಅರ್ಥ : କାଠ ବା ଧାତୁର ଏକ ଆଧାର ଯାହାଉପରେ ଦୀପ ରଖି ଜଳାହୁଏ
ಉದಾಹರಣೆ :
ସୀତା ଦୀପ ଜାଳି ରୁଖାଉପରେ ରଖିଦେଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମାଟି,ଅଭ୍ରଧାତୁ,କାଗଜ ଆଦିରେ ତିଆରି ହୋଇଥିବା ଲଣ୍ଠନ ଯାହାର ମୁହଁ ଉପର ଆଡ଼କୁ ହୋଇଥାଏ
ಉದಾಹರಣೆ :
ଆଲୁଅ ନିମନ୍ତେ ଆଜି ବି କେତେକ ଘରେ ଦୀପାଧାର ଜଳା ଯାଇଥାଏ
ಸಮಾನಾರ್ಥಕ : ପୁରୁଣା କାଳିଆ ଲଣ୍ଠନ
ಇತರ ಭಾಷೆಗಳಿಗೆ ಅನುವಾದ :