ಅರ್ಥ : ଯେଉଁ ପତ୍ର ବା କାଗଜସମୂହରେ ବାର, ଦିନଆଦି ଲେଖା ହୋଇଥାଏ
ಉದಾಹರಣೆ :
ନୂଆ ବର୍ଷର ଦିନପଞ୍ଜି ଆସିବାମାତ୍ରେ ହିଁ ଛୁଆମାନେ ସେଥିରୁ ଛୁଟି ଗଣିବା ଆରମ୍ଭ କରିଦିଅନ୍ତି
ಸಮಾನಾರ್ಥಕ : କ୍ୟାଲେଣ୍ଡର, ଦିନ ଦର୍ଶିକା
ಇತರ ಭಾಷೆಗಳಿಗೆ ಅನುವಾದ :
A system of timekeeping that defines the beginning and length and divisions of the year.
calendar