ಅರ್ಥ : ବେଶ୍ୟା ବା ଛିଣ୍ଡାଳି ସ୍ତ୍ରୀମାନଙ୍କର ଦଲାଲି କରୁଥିବା ବ୍ୟକ୍ତି
ಉದಾಹರಣೆ :
କେତେକ ଭାଡ଼ୁଆ ନିରୀହା ଝିଅଙ୍କୁ ନିଜର ଶିକାର ବନାନ୍ତି
ಸಮಾನಾರ್ಥಕ : ଭାଡ଼ୁଆ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦୋକାନି ସହ ସାମିଲ୍ ହୋଇଥିବା ଦଲାଲ
ಉದಾಹರಣೆ :
ଦଲାଲର କଥାରେ ପଡ଼ିବାରୁ ମୁଁ ଦୋକାନି ଦ୍ୱାରା ଠକିଗଲି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସଉଦା କିଣିବା ବା ବିକିବାବେଳେ ଯେଉଁଲୋକ କିଛି ପାରିଶ୍ରମିକ ନେଇ ସାହାଯ୍ୟ କରେ
ಉದಾಹರಣೆ :
ଦଲାଲ ମାଧ୍ୟମରେ ମୁଁ ଏହି ଗାଡ଼ି କିଣିଛି
ಸಮಾನಾರ್ಥಕ : ଏଜେଣ୍ଟ
ಇತರ ಭಾಷೆಗಳಿಗೆ ಅನುವಾದ :