ಅರ್ಥ : ଗଲ୍ଫ ବା ଟେନିସ୍ ମ୍ୟାଚର ଦର୍ଶକ
ಉದಾಹರಣೆ :
ଦେଖେଣାହାରୀ ରହିରହି ଖେଳାଳିଙ୍କ ମନୋବଳ ବଢ଼ାଉଥିଲେ
ಸಮಾನಾರ್ಥಕ : ଦେଖେଣାହାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
Spectators at a golf or tennis match.
galleryಅರ್ಥ : ଭମ୍ରଣ ଉଦ୍ଦେଶ୍ୟରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଉଥିବା ଯାତ୍ରୀ
ಉದಾಹರಣೆ :
ତାଜମହଲ ଦେଖିବାପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ଦର୍ଶନ କରେ
ಉದಾಹರಣೆ :
ଶ୍ରାବଣମାସରେ ସବୁ ଶିବ ମନ୍ଦିରରେ ଦର୍ଶନାର୍ଥୀମାନଙ୍କର ଭିଡ଼ ବଢ଼ିଥାଏ
ಸಮಾನಾರ್ಥಕ : ଦର୍ଶନକାରୀ, ଦର୍ଶନାଭିଳାଷୀ, ଦର୍ଶନାର୍ଥୀ
ಇತರ ಭಾಷೆಗಳಿಗೆ ಅನುವಾದ :
वह जो दर्शन करता हो।
सावन में शिव मंदिरों में दर्शनार्थियों की भीड़ बढ़ जाती है।