ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି କଥା ବଢ଼ିବାକୁ ନଦେବା
ಉದಾಹರಣೆ : ଅଦାଲତକୁ ଯିବା ପୂର୍ବରୁ ସେ ହତ୍ୟା ମାମଲାକୁ ଦବେଇଦେଲେ
ಸಮಾನಾರ್ಥಕ : ଚାପି ଦେବା, ବନ୍ଦ କରିଦେବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी बात को बढ़ने न देना।
Suppress or crush completely.
ಅರ್ಥ : ନିଜ ହାତକୁ ଆସିଥିବା ଅନ୍ୟ କାହାର ଜିନିଷକୁ ନିଜ ପାଖରେ ରଖିନବା
ಉದಾಹರಣೆ : ଶିଲା ନିଜ ନଣନ୍ଦର ଗହଣାକୁ ଲୁଚେଇଦେଲା
ಸಮಾನಾರ್ಥಕ : ଚାପିଦେବା, ଛପେଇଦେବା, ଲୁଚେଇଦେବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
अपने हाथ में आई हुई किसी दूसरे की चीज़ अपने पास रोक रखना।
ಸ್ಥಾಪನೆ