ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି କଥା ବା କାର୍ଯ୍ୟ ଯେଉଁଠି-ସେଇଠି ରହିଯିବା ଏବଂ ତା ଉପରେ କୌଣସି କାର୍ଯ୍ୟ ନହେବା
ಉದಾಹರಣೆ : ଅଧିକତର ଧୋବଧାଉଳିଆ ଅପରାଧୀମାନଙ୍କ ମାମଲା ଦବିଯାଏ
ಸಮಾನಾರ್ಥಕ : ଚପିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
किसी बात या कार्य का जहाँ-का-तहाँ रह जाना और उस पर कोई कार्रवाई न होना।
ಅರ್ಥ : ଓଜନିଆ ଜିନିଷର ତଳକୁ ଆସିଯିବା ବା ରହିବା
ಉದಾಹರಣೆ : ପଥରରେ ପିଲାର ହାତ ଦବିଗଲା
ಸಮಾನಾರ್ಥಕ : ଚପିବା, ଚାପିହୋଇଯିବା, ଦାବିହୋଇଯିବା
भारी चीज़ के नीचे आना या होना।
ಅರ್ಥ : ଉପର ଭାଗର ତଳ ଅଂଶ ତଳକୁ ଦବିଯିବା
ಉದಾಹರಣೆ : ବସିବାରୁ ଏହି ସୋଫା ବହୁତ ଦବିଯାଉଛି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
ऊपरी तल का कुछ नीचा हो जाना।
Droop, sink, or settle from or as if from pressure or loss of tautness.
ಅರ್ಥ : କଥାବାର୍ତ୍ତା ବା ଝଗଡ଼ା ଆଦିରେ ଧୀମେଇ ଯିବା
ಉದಾಹರಣೆ : ବଡ଼ ଭାଇଙ୍କ ଆଗରେ ସେ ସଦାବେଳେ ଦବିଯାଏ
ಸಮಾನಾರ್ಥಕ : ଦବିଯିବା, ଧୀମେଇବା
बातचीत या झगड़े आदि में धीमा पड़ना।
ಸ್ಥಾಪನೆ