ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଦବାଇବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଦବାଇବା   ବିଶେଷ୍ୟ

ಅರ್ಥ : ବଳ ପ୍ରୟୋଗଦ୍ୱାରା ବିରୋଧ, ଉପଦ୍ରବ, ବିଦ୍ରୋହଆଦିକୁ ଦମନ କରିବାର କ୍ରିୟା

ಉದಾಹರಣೆ : ଇଂରେଜମାନେ ବାରମ୍ବାର ପରାଧୀନ ଭାରତୀୟମାନଙ୍କର ବିରୋଧକୁ ଦମନ କରିଥିଲେ

ಸಮಾನಾರ್ಥಕ : ଚପାଇବା, ଦମନ


ಇತರ ಭಾಷೆಗಳಿಗೆ ಅನುವಾದ :

विरोध, उपद्रव, विद्रोह आदि को बल-प्रयोग द्वारा दबाने की क्रिया।

अंग्रेजों ने बार-बार परतंत्र भारतीयों के विरोधों का दमन किया।
दमन, शमन

The act of subjugating by cruelty.

The tyrant's oppression of the people.
oppression, subjugation

ଦବାଇବା   କ୍ରିୟାପଦ

ಅರ್ಥ : ମୁଁହରେ ରଖି ଦାନ୍ତରେ ବାରମ୍ବାର ଦାବିବା

ಉದಾಹರಣೆ : ସେ ପେନ କାମୁଡ଼ୁଛି

ಸಮಾನಾರ್ಥಕ : କାମୁଡ଼ିବା, ଚୋବାଇବା


ಇತರ ಭಾಷೆಗಳಿಗೆ ಅನುವಾದ :

मुँह में रखकर दाँतों से बार-बार दबाना।

वह पेन चबा रहा है।
चबाना

ಅರ್ಥ : ବିରୋଧ, ଉପଦ୍ରବ, ବିଦ୍ରୋହ ଇତ୍ୟାଦିକୁ ବଳ ପ୍ରୟୋଗଦ୍ୱାରା ଦମନ କରିବା

ಉದಾಹರಣೆ : ଆମେ ନିଜର ଇଚ୍ଛାକୁ ଦମନ କରୁ ପରାଧୀନ ଭାରତରେ ଇଂରେଜମାନେ ଭାରତୀୟମାନଙ୍କୁ ଦବେଇକି ରଖିଥିଲେ

ಸಮಾನಾರ್ಥಕ : ଚ୍ପାଇ ରଖିବା, ଦବେଇକି ରଖିବା, ଦମନ କରିବା, ଦମିତ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

विरोध, उपद्रव, विद्रोह आदि को बल का प्रयोग करके दबाना।

परतंत्र भारत में अंग्रेज़ भारतीयों को दबाते थे।
कुचलना, दबाना, दमन करना, दमित करना