ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଥନ୍ତରା ବା ମୁଣ୍ଡା ହେବାର କ୍ରିୟା
ಉದಾಹರಣೆ : ଅନେକ ଦିନ ଧରି ହତିଆର ଥନ୍ତରା କାରଣରୁ ଜଙ୍କ ହୋଇଥାଏ
ಸಮಾನಾರ್ಥಕ : ଥନ୍ତରା, ଥନ୍ତଡ଼ା, ମୁଣ୍ଡା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
भोथरा या कुंद होने की क्रिया।
ಅರ್ಥ : ଥନ୍ତରା ଅବସ୍ଥା ବା ଭାବ
ಉದಾಹರಣೆ : ଶାଣ କରେଇବା ପରେ ବି ଛୁରୀର ଥନ୍ତରାପଣ ଗଲାନାହିଁ
ಸಮಾನಾರ್ಥಕ : ଥନ୍ତରାପଣ, ଥନ୍ତଡ଼ା, ମୁଣ୍ଡା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
भोथरा होने की अवस्था या भाव।
Without sharpness or clearness of edge or point.
ಅರ್ಥ : ଯେଉଁ ଧାର ଦାଢ଼ୁଆ ବା ତୀକ୍ଷ୍ଣ୍ ନୁହେଁ
ಉದಾಹರಣೆ : ଏହି ଦନ୍ଥରା ଖଣ୍ଡାରେ ତୁମେ କ’ଣ ଯୁଦ୍ଧ କରିବ?
ಸಮಾನಾರ್ಥಕ : ଅଧାରୁଆ, ଦାଢ଼ହୀନ, ଧାରହୀନ, ମୁଣ୍ଡା
जिसकी धार चोखी या तीक्ष्ण न हो।
Not having a sharp edge or point.
ಸ್ಥಾಪನೆ