ಅರ್ಥ : ଅପରାଧୀଆଦିକୁ ତାର ଅପରାଧ ଫଳସ୍ୱରୂପ ଦିଆଯାଉଥିବା ପୀଡ଼ା ବା ଆର୍ଥିକ ହାନିଆଦି
ಉದಾಹರಣೆ :
ଶ୍ୟାମକୁ ହତ୍ୟା ଅପରାଧରେ ଆଜୀବନ କାରାବାସର ଦଣ୍ଡ ମିଳିଲା
ಸಮಾನಾರ್ಥಕ : ସଜା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ପ୍ରକାର ବ୍ୟାୟାମ ଯାହା ପଞ୍ଝା ବଳରେ ଅଧା ଶୋଇ କରାଯାଇଥାଏ
ಉದಾಹರಣೆ :
ସେ ପ୍ରତିଦିନ ସକାଳେ ଦୌଡ଼ିସାରି ଦଣ୍ଡ ମାରେ
ಸಮಾನಾರ್ಥಕ : ଦଣ୍ଡ ବୈଠକ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଖେଳର ନିୟମଗୁଡ଼ିକ ଉଲଂଘନ କଲେ କୌଣସି ପ୍ରତିଯୋଗୀ ବା ଟିମଉପରେ ଲାଗୁଥିବା ପ୍ରତିବନ୍ଧକ ବା ତାକୁ ପହଞ୍ଚୁଥିବା କ୍ଷତି
ಉದಾಹರಣೆ :
ଖେଳାଳୀକୁ ପେନାଲଟିଦେଇ ବାହାର କରିଦିଆଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
खेल के नियमों का उल्लंघन करने पर किसी प्रतियोगी या टीम पर लगने वाला प्रतिबंध या उसे होने वाला नुकसान।
खिलाड़ी को बतौर पेनाल्टी निकाल दिया गया।(games) a handicap or disadvantage that is imposed on a competitor (or a team) for an infraction of the rules of the game.
penalty