ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଛମାସର ଏହି ସମୟ ଯେଉଁଥିରେ ସୂର୍ଯ୍ୟ କର୍କଟ ରେଖାରୁ ଚାଲିକରି ବରାବର ଦକ୍ଷିଣକୁ ବଢିଚାଲନ୍ତି
ಉದಾಹರಣೆ : ଦକ୍ଷିଣାୟନ ୨୧ ଜୁନରୁ ୨୨ ଡିସେମ୍ବର ପର୍ଯ୍ୟନ୍ତ ହୋଇଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
छः मास का वह समय जिसमें सूर्य कर्करेखा से चलकर बराबर दक्षिण की ओर बढ़ता रहता है।
ಅರ್ಥ : ସୂର୍ଯ୍ୟଙ୍କ କର୍କଟ ରେଖାରୁ ଦକ୍ଷିଣର ମକର ରେଖାକୁ ଗମନ କରିବା
ಉದಾಹರಣೆ : ଦକ୍ଷିଣାୟନର ଆରମ୍ଭ ଆଷାଢ-ଶ୍ରାବଣ ମାସରୁ ହୁଏ
सूर्य के कर्क रेखा से दक्षिणी मकर रेखा की ओर जाने की क्रिया।
ಅರ್ಥ : ଭୂମଧ୍ୟ ରେଖାଠାରୁ ଦକ୍ଷିଣ ଆଡକୁ ରହିଥିବା ରେଖା
ಉದಾಹರಣೆ : ସଂକ୍ରାନ୍ତି ଦିନ ଦକ୍ଷିଣାୟନ ସୂର୍ଯ୍ୟ ଉତ୍ତରାୟଣରେ ପ୍ରବେଶ କରେ
भूमध्य रेखा से दक्षिण की ओर होने वाला।
ಸ್ಥಾಪನೆ