ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ମୋଟା ରଜ୍ଜୁ
ಉದಾಹರಣೆ : ସେ ଦଉଡ଼ି ଧରି କୂଅ ଭିତରକୁ ପଶିଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
मोटी रस्सी।
A very strong thick rope made of twisted hemp or steel wire.
ಅರ್ಥ : କୂଅରୁ ପାଣି ବାହାର କରିବା ରସି
ಉದಾಹರಣೆ : କୂଅରୁ ପାଣି ବାହାର କରିବା ସମୟରେ ଦଉଡ଼ି ହାତରୁ ଖସିଯାଇ କୂଅରେ ପଡ଼ିଗଲା
ಸಮಾನಾರ್ಥಕ : ବରେତା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
सन का मोटा रस्सा।
ಅರ್ಥ : କୂଅରୁ ପାଣି କାଢ଼ିବା ଲାଗି ବ୍ୟବହୃତ ହେଉଥିବା ରସି
ಉದಾಹರಣೆ : ଦଉଡ଼ି ଛିଡିଯିବାରୁ ଗରା କୂଅରେ ଗଳିପଡ଼ିଲା
वह रस्सी जिसकी सहायता से कुएँ आदि से पानी निकाला जाता है।
ಅರ್ಥ : ବହୁତ ମୋଟା ରସି ବା ମୋଟା ବରହୀ
ಉದಾಹರಣೆ : ଗାଁଲୋକେ ଚୋରକୁ ଦଉଡ଼ିରେ ବାନ୍ଧିଦେଲେ
ಸಮಾನಾರ್ಥಕ : ବରହା
बहुत ही मोटी रस्सी या मोटी बरही।
ಸ್ಥಾಪನೆ